Diptirekha Padhi - O Saajna O Raanjhana текст песни
Исполнитель:
Diptirekha Padhi
альбом: O Saajna O Raanjhana
ସାସା-ନିସା-ଗାରେ
ସାନି-ଧାନି-ପାମା
ସାସା-ନିସା-ଗାରେ
ସାସା-ନିସା-ଗାରେ
ସାନି-ଧାନି-ପାମା
ସାସା-ନିସା-ଗାରେ
ମୁଁ ଥିଲି ତୋ ପାଇଁ ଅଜଣା ଅଚିହ୍ନା
ତୋ ଦରଦ ମୋତେ ଛୁଇଁ କଲା ଆଜି ଆନମନା
ସାସା-ନିସା-ଗାରେ
ସାନି-ଧାନି-ପାମା
ସାସା-ନିସା-ଗାରେ
ତୁ ଥିଲୁ ମୋ ପାଇଁ ଅଜଣା ଅଚିହ୍ନା
ତୋ ପାଇଁ ମିଳିଗଲା ଜିଇଁବାର ଗୋଟେ ବାହାନା
ବୋଧେ ପ୍ରେମ ହେବାର ଥିଲା
ବୋଧେ ପ୍ରେମ ହେବାର ଥିଲା
ବୋଧେ ପ୍ରେମ ହେବାର ଥିଲା
ବୋଧେ ପ୍ରେମ ହେବାର ଥିଲା
ତୋ ସାଥିରେ...
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
ଜାଣି ନଥିଲି ମୁଁ ତତେ, ଜାଣୁଛି ଏବେ ରେ
ତୋ ପ୍ରେମର ମହକରେ ସାଥି ମୁଁ ମହକେ ରେ
ବୁଝି ନଥିଲି ମୁଁ ତତେ, ବୁଝୁଛି ଏବେ ରେ
ତୁ मोहब्बत, ତୁ इबादत, ତୁ ମୋ इश्क़ ରେ
ବୋଧେ ଦେଖା ହେବାର ଥିଲା
ବୋଧେ ଦେଖା ହେବାର ଥିଲା
ବୋଧେ ଦେଖା ହେବାର ଥିଲା
ବୋଧେ ଦେଖା ହେବାର ଥିଲା
ଏ ଜନ୍ମରେ...
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
ବାଟ ଥିଲା କଣ୍ଟାଭରା, ବିଛେଇଲୁ ଫୁଲରେ
ପଥରେ ଦେହରେ ଜୀବନ ତୁ ଦେଲୁ, ସାଜିଲୁ ମୋ सावरे
ଓ, ତୁ ମୋ ଆରମ୍ଭ, ତୁ ମୋ ଶେଷ ରେ
ତୋ ପାଇଁ ବଞ୍ଚିବି, ତୋ ପାଇଁ ମରିବି, ତୁ ମୋ जन्नत ରେ
ବୋଧେ खुदा ଠୁ ବେଶି ତୁ
ବୋଧେ खुदा ଠୁ ବେଶି ତୁ
ବୋଧେ खुदा ଠୁ ବେଶି ତୁ
ବୋଧେ खुदा ଠୁ ବେଶି ତୁ
ମୋ ପାଇଁ ରେ...
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
ଓ साजना, ଓ रांझणा, ତୋ'ବିନା ବଞ୍ଚି ପାରେନା
Поcмотреть все песни артиста
Другие альбомы исполнителя