ମନଟା ସାରା ତୋ ପ୍ରେମର ଆଲ୍ଲାଦ
ସବୁଠି ଶୁଭୁଛି ଖାଲି ତୋ ଶବଦ
ବୟସ ଡେଣାରେ ଲଗାନି ବାରୁଦ
ଅଟକି ଯାଏରେ ତୋ ବାଟେ ମୋ ପାଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
କେବେବି ଆଖି ପଡେନି ଥକି ସାମ୍ନାରେ ଥିଲେ ତୁ
ଏତେ କାଇଁ ଭଲ ତୁ ହେଲୁରେ ଭାବେ ଖାଲି ମୁଁ
ଅସାର ଖୁସି ଦେଲୁରେ ଲେସି ଚମକି ଗଲି ମୁଁ
ମରୁଛି ମୁଁ ଯାହା ପାଇଁ ଲାଗେରେ ସେ ଜଣକ ତୁ
ଯେବେ ଯାଏଁ ଜିଇଁଥିବି, ତୋ ଦେହ ଛାଇ ହେବି
ତୁ ମୋର ଶେଷ सरहद
କିଛି ଚାହେଁନା ମୁଁ ମତେ ତୁ ହିଁ ପସନ୍ଦ
କିଛି ଚାହେଁନା ମୁଁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ନିଆରା କିଛି ଦେଲୁରେ ବିଞ୍ଚି ଦେହଟା ସାରା ତୁ
ଯୁଆଡକୁ ଚାହିଁ ମୁଁ ଦିଏରେ ଦେଖେ ତତେ ମୁଁ
ମିଶିରି ମିଶା ଇଏ କି ନିଶା ଲାଗୁରେ ମିଠା ତୁ
ସବୁ ଜନ୍ମ ପାଇଁ ତୋ ପ୍ରେମକୁ ସାଉଁଟି ନେଲି ମୁଁ
ହସ ହେଇ ଖେଳେ ଯେବେ, ତୋ ଠାରେ ବୁଣି ହେବି
ମୋ ଭାବନାର ତୁ ଶବଦ
କିଛି ଚାହେଁନା ମୁଁ ମୋର ତୁ ହିଁ ପସନ୍ଦ
କିଛି ଚାହେଁନା ମୁଁ ମୋର ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
ମତେ ତୁ ଖାଲି ତୁ ମତେ ତୁ ହିଁ ପସନ୍ଦ
Поcмотреть все песни артиста
Другие альбомы исполнителя