Kishore Kumar Hits

Ananya Sritam Nanda - Megha Re Megha текст песни

Исполнитель: Ananya Sritam Nanda

альбом: Megha Re Megha


ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ତୁ ଯେମିତି ବରଷୁ ରେ ଆଖି ମୋ ସେମିତି ବର୍ଷେ
ତୁ ଯେମିତି ବରଷୁ ରେ ଆଖି ମୋ ସେମିତି ବର୍ଷେ
ମୋ ଓଠରୁ ଲିଭିଯାଏ ହସର ଦାଗ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ପ୍ରିୟା ମୋର ଦେଇଥିଲା ମତେ ଯଉ ଭରସା
ସେ ଭରସା ଆଖି କୋଣୁ ହେଇ ଝରେ ବରଷା
ଆ-ଆ-ଆ, ପ୍ରିୟା ମୋର ଦେଇଥିଲା ମତେ ଯଉ ଭରସା
ସେ ଭରସା ଆଖି କୋଣୁ ହେଇ ଝରେ ବରଷା
ସେ ବର୍ଷାରେ ଭିଯୁଛିରେ ଗାଇ ପ୍ରେମ ରାଗିଣୀ
ମୋ ଛାତିର ରକତ ସେ ପାଗଳିଟା ବୁଝୁନି
ସିନ୍ଦୂର, ଅଳତା କରି ଆଜି ସେ ପିନ୍ଧୁଛି କହୁଛି ଏ ନାଲି ରଙ୍ଗ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ତୋ ଛାତିରେ ଅଛି କିରେ ମୋ ଭଳି ଦରଜ
ସବୁ ଦୁଃଖ ଚାଲିଯିବ ଗରଜି କି ବରଷ
ଆ-ଆ-ଆ, ତୋ ଛାତିରେ ଅଛି କିରେ ମୋ ଭଳି ଦରଜ
ସବୁ ଦୁଃଖ ଚାଲିଯିବ ଗରଜି କି ବରଷ
ବୁଝେଇଦେ ମନକୁ ତୋ ମୁଁ ବି ବୁଝିଗଲିଣି
ଯିଏ ଚାଲିଗଲାଣି ସେ ଆଉ ତ ଫେରିବନି
ଏମିତି ପ୍ରେମର ଏଇ ଅଭୁଲା ସ୍ମୃତି ଛାତିରେ ଲଗାଏ ଦାଗ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ମେଘ ରେ, ମେଘ ରେ, ମେଘ ରେ, ମେଘ ରେ, ମେଘ ରେ ମେଘ
ମେଘ ରେ ମେଘ, ମେଘ ରେ ମେଘ, ମେଘ ରେ ମେଘ

Поcмотреть все песни артиста

Другие альбомы исполнителя

Похожие исполнители