Humanne Sagar - Bhalo Pao Boli Kahi Debaki текст песни
Исполнитель:
Humanne Sagar
альбом: Bhalo Pao Boli Kahi Debaki
ତୋର ନରମ-ନରମ ଗାଲ
ଟିକେ କରିମି ଭାବୁଛି ଗେଲ
♪
ତୋର ନରମ-ନରମ ଗାଲ ଦେଖି ହଉଛି ବିକଳ
ତତେ କରିମି-କରିମି ଭାବି ମୁଁ ହେଇଗନି କାଙ୍ଗାଳ
ମତେ ଦେଖି ମୁହଁଟାକୁ ମୁଡ଼ି ଦଉଛୁ କେନେ?
ଚାଙ୍ଗା ରକମ୍ ଚେହେରା ଟାକୁ ତୋର ଦେଖିବି ସବୁଦିନେ
ଆଲୋ ଅଙ୍କେଇ ବଙ୍କେଇ କହି ପାରିବିନି, ସିଧା କହୁଛି ମୁହିଁ
ଲୋ ପୋଡ଼ାମୁହିଁ
प्यार ତତେ କରିବି ଘାଇଁ-ଘାଇଁ
♪
ତୁ ଲାଜ କରି-କରି ଚାଲୁଛୁ ମୋର କଜଳପାତି
ତୁଇ ସୁନ୍ଦରୀ ଫୁଲ, ମୁଇଁ ହେମି ତୋର ପରଜାପତି, ହେ
ତୁ-ତୁ-ତୁ-ତୁ, ଲାଜ କରି କରି ଚାଲୁଛୁ ମୋର କଜଳପାତି
ତୁଇ ସୁନ୍ଦରୀ ଫୁଲ, ମୁଇଁ ହେମି ତୋର ପରଜାପତି
ଏ ରଙ୍ଗ ତୋର ସରୁଆ ପତଳା ଅଙ୍ଗ
ୟା ପରେ ବି ଦେଖଉଛୁ ତୁ ଅଲଗା ପ୍ରକାର ଢ଼ଙ୍ଗ
ବୁଲେଇ ବଙ୍କେଇ କହି ପାରିବିନି, ସିଧା କହୁଛି ମୁହିଁ
ଲୋ ପୋଡ଼ାମୁହିଁ
प्यार ତତେ କରିବି ଘାଇଁ-ଘାଇଁ
♪
କଅଁଳ ବଚନ କହି-କହି ତୁ ମାରୁଛୁ ଘନ-ଘନ
ଅଜାଗା ଘାଟା ଦେଖେଇ ପାରୁନି, ଦେଖୁଛି ମୁଁ ପ୍ରତିଦିନ
କଅଁଳ ବଚନ କହି-କହି ତୁ ମାରୁଛୁ ଘନ-ଘନ
ଅଜାଗା ଘାଟା ଦେଖେଇ ପାରୁନି, ଦେଖୁଛି ମୁଁ ପ୍ରତିଦିନ
ଏ ସାବି, ଗୋଟେ deluxe ପାନ ଦେବି
ମାଇକିନା ଯେବେ ହବୁ ମୁଁ ଦେଇଦେବି ଘର ଚାବି
କାନ୍ଥକୁ, ବାଡ଼କୁ କହି ପାରିବିନି, ସିଧା କହୁଛି ଲୋ ମୁଁ
ଲୋ ପୋଡ଼ାମୁହିଁ
प्यार ତତେ କରିବି ଘାଇଁ-ଘାଇଁ
Поcмотреть все песни артиста
Другие альбомы исполнителя