Prashant Muduli - Chhanki Mo Ragani текст песни
Исполнитель:
Prashant Muduli
альбом: Chhanki Mo Ragani
ଓଏ, ଛନକି, ଉଇ-ଉଇ
ଛନକି ମୋ ରାଗନି
ଛନକି ମୋ ରାଗନି
ଗୋରା-ଗୋରା ପାଦ ତୁମ
ଗୋରା-ଗୋରା ପାଦ ତୁମ
କଳା-କଳା ଆଖି, ଓଏ-ହୋଏ
ମରି ମୁଁ ଯିବି କି ଆଜି?
ହାଏ, ସରି ମୁଁ ଯିବି କି ଆଜି?
ଛନକି ମୋ ରାଗନି
ଛନକି ମୋ ରାଗନି
ତୁମକୁ ଚାହିଁଦେଲେ ଆଖି ମୋ ଫେରେନି
ଏମିତି ଝିଅ ମୁଁ କେବେତ ଦେଖିନି, ହାଏ
ତୁମକୁ ଚାହିଁଦେଲେ ଆଖି ମୋ ଫେରେନି
ଏମିତି ଝିଅ ମୁଁ କେବେତ ଦେଖିନି
ଚାଲି ତୁମ ଛମଛମ-ଛମଛମ
ଚାଲି ତୁମ ଛମଛମ-ଛମଛମ
ହସ ତୁମ ଝିଲମିଲ, ଆଏ-ହାଏ
ମରି ମୁଁ ଯିବି କି ଆଜି?
ହାଏ, ସରି ମୁଁ ଯିବି କି ଆଜି?
ଛନକି ମୋ ରାଗନି
ଛନକି ମୋ ରାଗନି
ରାଗିଲେ ମୁହଁ ତୁମ ଗୋଲାପୀ ଦିଶୁଛି
ରୁଷିଲେ ଗଭାର ଫୁଲ ତ ହସୁଛି
ରାଗିଲେ ମୁହଁ ତୁମ ଗୋଲାପୀ ଦିଶୁଛି
ରୁଷିଲେ ଗଭାର ଫୁଲ ତ ହସୁଛି
ଚାଲି ତୁମ ଛନଛନ-ଛନଛନ
ଚାଲି ତୁମ ଛନଛନ-ଛନଛନ
କଥା ତୁମ ଚୁପଚୁପ, ଆଏ-ହାଏ
ମରି ମୁଁ ଯିବି କି ଆଜି?
ହାଏ, ସରି ମୁଁ ଯିବି କି ଆଜି?
ଛନକି ମୋ ରାଗନି
ଛନକି ମୋ ରାଗନି
ଗୋରା-ଗୋରା ପାଦ ତୁମ
ଗୋରା-ଗୋରା ପାଦ ତୁମ
କଳା-କଳା ଆଖି, ଓଏ-ହୋଏ
ମରି ମୁଁ ଯିବି କି ଆଜି?
ହାଏ, ସରି ମୁଁ ଯିବି କି ଆଜି?
ଛନକି ମୋ ରାଗନି
ଛନକି ମୋ ରାଗନି
Поcмотреть все песни артиста
Другие альбомы исполнителя