Kishore Kumar Hits

Prashant Muduli - Gori Dekhili Kali Dekhili текст песни

Исполнитель: Prashant Muduli

альбом: Gori Dekhili Kali Dekhili


ହେ, ଗୋରୀ ଦେଖିଲି, କାଳି ଦେଖିଲି
ଦେଖିଲି ଝିଅ ପଣେ
ତୋହରି ପରି ଏତେ ସୁନ୍ଦରୀ ନୁହେଁ ତ କେହି ଜଣେ
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ
ଗୋରୀ ଦେଖିଲି, କାଳି ଦେଖିଲି
ଦେଖିଲି ଝିଅ ପଣେ
ତୋହରି ପରି ଏତେ ସୁନ୍ଦରୀ ନୁହେଁ ତ କେହି ଜଣେ
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ
ତୋ ଅଙ୍କା-ବଙ୍କା ଚାଲି
ଆରେ ମୋ ନଖରାବାଲି
ହେ, ତୋ ଅଙ୍କା-ବଙ୍କା ଚାଲି
ଆରେ ମୋ ନଖରାବାଲି
ହୋସ ମୋ ଗଲା ହଜି, ତୋ ମଧୁ ପିଇ ଆଜି
ହୋସ ମୋ ଗଲା ହଜି, ତୋ ମଧୁ ପିଇ ଆଜି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ
ଗୋରୀ ଦେଖିଲି, କାଳି ଦେଖିଲି
ଦେଖିଲି ଝିଅ ପଣେ
ତୋହରି ପରି ଏତେ ସୁନ୍ଦରୀ ନୁହେଁ ତ କେହି ଜଣେ
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ
ଲିଟି-ଟି-ଟେଇ, ଟିଟି-ଟି-ଲେଇ
ଲାଲା-ଲା, ହେହେ-ଲେଇ
ଜବାବ ନାହିଁ ତୋର, ଆରେ ମୋ ଗଜରା-ହାର
ହେ, ଜବାବ ନାହିଁ ତୋର, ଆରେ ମୋ ଗଜରା-ହାର
ମୋ ଛାତି ତାତି ବାଜି, ଫସି ତୁ ଗଲୁ ଆଜି
ମୋ ଛାତି ତାତି ବାଜି, ଫସି ତୁ ଗଲୁ ଆଜି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ
ଗୋରୀ ଦେଖିଲି, କାଳି ଦେଖିଲି
ଦେଖିଲି ଝିଅ ପଣେ
ତୋହରି ପରି ଏତେ ସୁନ୍ଦରୀ ନୁହେଁ ତ କେହି ଜଣେ
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ହାଏ, ତୋ ପିଛା ଧରିନେଲି
ତୋ ମନ ମନେଇ ମୁଁ ଦେଲି
ଆରେ ମୋ ଝିଲମିଲ-ଝିଲମିଲ, ଝିଲମିଲ-ଝିଲମିଲ

Поcмотреть все песни артиста

Другие альбомы исполнителя

Похожие исполнители