Ashutosh Mohanty - Ebe Ebe Prema Hela текст песни
Исполнитель:
Ashutosh Mohanty
альбом: Ebe Ebe Prema Hela
ଏବେ ଏବେ ପ୍ରେମ ହେଲା, ତତେ ମୋତେ ରେ
ଲୁଚି-ଛପି କେହି ଜଣେ ଛୁଇଁ ଦେଲା ରେ
ତୁ ଫୁଲ ରତୁଟେ ହେଇ, ମୋତେ ଦେ ରେ ଛୁଇଁ
ତୁ ମେଘ ଆକାଶ ହେଇ, ଦେ ମୋତେ ଟିକେ ଭିଜେଇ
ତୁ ଫୁଲ ରତୁଟେ ହେଇ, ମୋତେ ଦେ ରେ ଛୁଇଁ
ତୁ ମେଘ ଆକାଶ ହେଇ, ଦେ ମୋତେ ଟିକେ ଭିଜେଇ
ଏବେ ଏବେ ପ୍ରେମ ହେଲା, ତତେ ମୋତେରେ
କେହି ଜଣେ ଛାତି କୋଣେ ଘର କଲାରେ
ଦୁଷ୍ଟ ପବନ ଆସି, ପାଖେ ଟିକିଏ ବସି, ଗେଲ କରି ଦିଏରେ
ସେ କି ଜାଣେ ନାହିଁ? ସେ କି ବୁଝେ ନାହିଁ?
ତୁ ଖାଲି ଏକା, ଏକା ମୋର ରେ
ଧିମାଧିମା ଏଇ ପ୍ରେମ ମାରିଦେଲା ରେ
ଲାଜକୁଳି ଲତା ଦେହେ ଲାଜ ସରି ଯାଏ ରେ
ଆଜି ପୁନେଇ ସାରା ଜ୍ୟୋସ୍ନା ହେଇକି ହୀରା, ଝରୁଛି ଧୀରେ ଧୀରେ
ହଁ, ଆଜି ଜହ୍ନଦେଶରେ କେତେ ଅତର ଝରେ, ଭିଜେ ମୁଁ କାହିଁ ସେ ଅତରେ?
ଦେଖୁ ଦେଖୁ ପ୍ରେମ ହେଲା, ତତେ ମୋତେ ରେ
ସବୁ କାଇଁ ମିଠା ଲାଗେ, ଆଜି ସଞ୍ଜ ସକାଳେ
ଏବେ ଏବେ ପ୍ରେମ ହେଲା, ତତେ ମୋତେ ରେ
ଲୁଚି-ଛପି କେହି ଜଣେ ଛୁଇଁ ଦେଲା ରେ
Поcмотреть все песни артиста
Другие альбомы исполнителя