Himanshu - Kebe Asiba - Male Version текст песни
Исполнитель:
Himanshu
альбом: Mana Mora Jajabara (Original Motion Picture Soundtrack)
କେବେ ଆସିବ? କେବେ ଆସିବ?
କେବେ ଆସିବ? କେବେ ଆସିବ?
କେବେ ଆସିବ ସେଇ ଫଗୁଣ?
କେବେ ଆସିବ ସେଇ ଶ୍ରାବଣ?
ଫଗୁଣରେ ହସେଇବି, ଶ୍ରାବଣରେ ଭିଜେଇବି
ଫଗୁଣରେ ହସେଇବି, ଶ୍ରାବଣରେ ଭିଜେଇବି
ଦେଖେଇ ନୂଆ ସପନ
କେବେ ଆସିବ? କେବେ ଆସିବ?
କେବେ ଆସିବ ସେଇ ଫଗୁଣ?
♪
ହଁ, ଫୁଲ ସହରେ ମୋତି ମହଲ ଆକାଶକୁ ଥିବ ଛୁଇଁ
ଫଗୁଣ ନିତି ପରଶୁ ଥିବ ରଙ୍ଗ-ଅଭିର ନେଇ
ହଁ, ଫୁଲ ସହରେ ମୋତି ମହଲ ଆକାଶକୁ ଥିବ ଛୁଇଁ
ଫଗୁଣ ନିତି ପରଶୁ ଥିବ ରଙ୍ଗ-ଅଭିର ନେଇ
ରହିବ ପ୍ରିୟା ମନ ମନ୍ଦିରେ, ମହକି ଯିବ ମନ
କେବେ ଆସିବ? କେବେ ଆସିବ?
କେବେ ଆସିବ ସେଇ ଫଗୁଣ?
♪
ଶ୍ରାବଣ ଆସେ ଚଗଲା ହୋଇ, ମଉସୁମୀକୁ ନେଇ
ପ୍ରିୟା ମୋ ଲୁଚେ ବରଷା ଦେଖି, ଏକୁଟିଆ ଭିଜେ ନାହିଁ
ହଁ, ଶ୍ରାବଣ ଆସେ ଚଗଲା ହୋଇ, ମଉସୁମୀକୁ ନେଇ
ପ୍ରିୟା ମୋ ଲୁଚେ ବରଷା ଦେଖି, ଏକୁଟିଆ ଭିଜେ ନାହିଁ
ସାଥିରେ ମୋର ଭିଜିବ ସିଏ, ଆସିଲେ ସେଇ ଦିନ
କେବେ ଆସିବ? କେବେ ଆସିବ?
କେବେ ଆସିବ? କେବେ ଆସିବ?
କେବେ ଆସିବ ସେଇ ଫଗୁଣ?
କେବେ ଆସିବ ସେଇ ଶ୍ରାବଣ?
ଫଗୁଣରେ ହସେଇବି, ଶ୍ରାବଣରେ ଭିଜେଇବି
ଫଗୁଣରେ ହସେଇବି, ଶ୍ରାବଣରେ ଭିଜେଇବି
ଦେଖେଇ ନୂଆ ସପନ
କେବେ ଆସିବ? କେବେ ଆସିବ?
କେବେ ଆସିବ ସେଇ ଫଗୁଣ?
Поcмотреть все песни артиста
Другие альбомы исполнителя