Kishore Kumar Hits

Rama - Jaliba Jeudina Mora Juei текст песни

Исполнитель: Rama

альбом: Bekar Toka


ଜଳିବ ଯେ'ଦିନ ମୋର ଜୁଇ
ଏ ଦେହ ପାଉଁଶ ଯିବ ହୋଇ
ହେଲେ ହୃଦୟ ଜଳିଯିବ ନାହିଁ
ତମରି ପାଖରେ ସିଏ ଯିବ ରହି
ଜଳିବ ଯେ'ଦିନ ମୋର ଜୁଇ
ଭଲ ମୁଁ ପାଉଛି ତମକୁ ଏତେ
କେମିତି ଭୁଲିବି ତମକୁ ସତେ?
ଭୁଲି ପାରିବିନି, ଛାଡି ପାରିବିନି
ତମଠୁ ଅଲଗା ହେଇ ପାରିବିନି
ମରୁଚି ମଣିଷ, ମରେନା ପ୍ରେମ
ପ୍ରେମ ପାଇଁ ଉଣା ୧୦୦ ଜନମ
ମରଣକୁ କେହି କେବେ ଜିତିନାହିଁ
ତେଣୁ ମରିବାକୁ ମୋର ଡର ନାହିଁ
ଜଳିବ ଯେ'ଦିନ ମୋର ଜୁଇ
ଏ ଦେହ ପାଉଁଶ ଯିବ ହୋଇ

Поcмотреть все песни артиста

Другие альбомы исполнителя

Похожие исполнители

Dygta

Исполнитель

Tiket

Исполнитель

Tere

Исполнитель

Lobow

Исполнитель

Kotak

Исполнитель