Lopamudra - Prema Ea Ki Na текст песни
Исполнитель:
Lopamudra
альбом: Prema Ea Ki Na
ହାଏ, ତୋ ସୁନେଲି ଆଖିରେ ଦେଇଗଲୁ ଇଶାରା
ହାଏ, ତୋ ମିଠା ଛୁଆଁରେ ଭାରି ଲାଜ ଲାଗିଲା
♪
ଓ, ହାଏ ତୋ ସୁନେଲି ଆଖିରେ ଦେଇଗଲୁ ଇଶାରା
ହାଏ, ତୋ ମିଠା ଛୁଆଁରେ ଭାରି ଲାଜ ଲାଗିଲା
ତୁ ବରଷା ହେଇ ମତେ ଦେ ଭିଜେଇ
ତୁ ଫଗୁଣ ହେଇ ମତେ ଦେ ରଙ୍ଗେଇ
ପୁନେଇଁର ଚାନ୍ଦ ବୋଧେ ଆସିଛି କି ଓହ୍ଲେଇ?
सुन मेरे ਮਾਹੀ-ਮਾਹੀ
सुन मेरे ਮਾਹੀ-ਮਾਹੀ
ପ୍ରେମ ଇଏ କି ନା, ଦେ ଥରେ କହି
सुन मेरे ਮਾਹੀ-ਮਾਹੀ
सुन मेरे ਮਾਹੀ-ਮਾਹੀ
ପ୍ରେମ ଇଏ କି ନା, ଦେ ଥରେ କହି
♪
ତୋଫା-ତୋଫା ଜହ୍ନ ତାରା
ମୋରି ସପନ ସାରା
ତୋ ଛୁଆଁରେ ହୃଦୟ ମୋର ଗାରାମାରା
♪
ହଁ, ଦାଗ-ଦାଗ ମନ ସାରା
ପହିଲି ପ୍ରେମରେ ପରା
ତୋ ବିନା ମୋ ଜୀବନ ଲାଗେ ଅଧୁରା
ତୁ ଭଅଁର ହେଇ ମତେ ଦେ ହଜେଇ
ଇନ୍ଦ୍ରଧନୁଠୁ ବେଶୀ ମତେ ଦେ ସଜେଇ
ଛପି-ଛପି ଆସି ତୁ ନେଲୁ ମତେ ଚୋରେଇ
सुन मेरे ਮਾਹੀ-ਮਾਹੀ
सुन मेरे ਮਾਹੀ-ਮਾਹੀ
ପ୍ରେମ ଇଏ କି ନା, ଦେ ଥରେ କହି
सुन मेरे ਮਾਹੀ-ਮਾਹੀ
सुन मेरे ਮਾਹੀ-ਮਾਹੀ
ପ୍ରେମ ଇଏ କି ନା, ଦେ ଥରେ କହି
♪
ଲାଜ-ଲାଜ ତୋ ଓଠ ରୋକି ଦେଇଛି ବାଟ
ହସିଦେଲେ ତୁ ଲାଗୁଛି ମତେ ଭାରି ଅସ୍ତବ୍ୟସ୍ତ
♪
ବଦମାସ୍ ମୋ ଆଇନା ମିଛରେ କରୁଛି ମନା
ଆସିବୁ ବୋଲି ସାଜି ବସିଛି ଦେଇ ଓଢଣା
ତୋ ପଲକ ତଳେ ମତେ ଦେ ଲୁଚେଇ
ମୋ ସପନ ସାରା ପ୍ରେମ ଦେ ବିଛେଇ
ଫୁଲଠୁ ଆଜି ବେଶୀ ତୁ ଲାଗୁଛୁ ଫୁଲେଇ
ओ, मेरे ਮਾਹੀ-ਮਾਹੀ
ओ, मेरे ਮਾਹੀ-ਮਾਹੀ
ପ୍ରେମ ହଁ ଇଏ, ଦେଲି ମୁଁ କହି
ओ, मेरे ਮਾਹੀ-ਮਾਹੀ
ओ, मेरे ਮਾਹੀ-ਮਾਹੀ
ପ୍ରେମ ହଁ ଇଏ, ଦେଲି ମୁଁ କହି
Поcмотреть все песни артиста
Другие альбомы исполнителя