Kishore Kumar Hits

Tariq Aziz - O Balma текст песни

Исполнитель: Tariq Aziz

альбом: O Balma


90 ର cinema ପରି
ଉଡେଇଲୁ ଓଢ଼ଣୀ ଗୋରି
90 ର cinema ପରି
ଉଡେଇଲୁ ଓଢ଼ଣୀ ଗୋରି
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
ମନର ସିଲଟରେ
ପ୍ରେମ ବୋଳା ଚକଖଡ଼ି ରେ
ଲେଖିଛି ଲେଖିଛି ତୋ ନା
ଚୁମ୍ମା ଫିଙ୍ଗି କରିବି ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
ଫୁଟୁ-ଫୁଟୁ ତାଳଫୋଟୋକା
ଫୁସୁ-ଫୁସୁ ଫୁସୁରି ଗଲା
ଏ ଗୋରୀ ପ୍ରେମରେ ତୋର
ଦିଲ୍ ଏ ମୋର ଖଜରା ହେଲା
ଫୁଟୁ-ଫୁଟୁ ତାଳଫୋଟୋକା
ଫୁସୁ-ଫୁସୁ ଫୁସୁରି ଗଲା
ଏ ଟୋକା ପ୍ରେମରେ ମୋର
ଦିଲ୍ ଟା ତୋର ଖଜରା ହେଲା
90 ର cinema ପରି
ଛାଟିଦେଲୁ ବେଣୀ କୁ ଗୋରୀ
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
उफ़ ତୋର ଚକମା ଦେଖି
ଚଷମା ମୋ ଚଟକି ଗଲା
ପ୍ରେମ ଜର ମାଡି ଆସିଲା
ହୃଦୟ-ଫ୍ରୄଦୟ ଦହଲି ଗଲା
ହାଏ ମୋର ଚକମା ଦେଖି
ଚଷମା ତୋ ଚଟକି ଗଲା
ପ୍ରେମ ଜର ମାଡି ଆସିଲା
ହୃଦୟ-ଫ୍ରୄଦୟ ଦହଲି ଗଲା
90 ର cinema ପରି
ଛାଟିଦେଲୁ गजरा ଗୋରି
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
(ନା-ନାନା-ନା-ନାନା-ନା)

Поcмотреть все песни артиста

Другие альбомы исполнителя

Похожие исполнители