ବଜା ମହୁରିଆ ମହୁରୀ ତୋର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସଜା ସଵାରିଆ ସଵାରୀ ତୋର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସବୁ ଖୁସି ମୋର ସାଥିରେ ଆଣିଛି
ସବୁ ଖୁସି ମୋର ସାଥିରେ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
♪
କଥା ଦେଇଥିଲି ଦୁଃଖରେ ଥାଇ ମୁଁ
ଓଠରେ ତା ହସ ଫୁଟେଇ ଦେବି
ମଥା ଛୁଇଁଥିଲି କଣ୍ଟାରେ ଚାଲି ମୁଁ
ପାଦରେ ତା ଫୁଲ ବିଛେଇ ଦେବି
ହୋ, କଥା ଦେଇଥିଲି ଦୁଃଖରେ ଥାଇ ମୁଁ
ଓଠରେ ତା ହସ ଫୁଟେଇ ଦେବି
ମଥା ଛୁଇଁଥିଲି କଣ୍ଟାରେ ଚାଲି ମୁଁ
ପାଦରେ ତା ଫୁଲ ବିଛେଇ ଦେବି
ସଜା ଫୁଲବାଲା ବେଦିକୁ ତାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଓଠ ଫରୁଆରେ ହସ ମୁଁ ଆଣିଛି
ଓଠ ଫରୁଆରେ ହସ ମୁଁ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
♪
ରାଣ ଖାଇଥିଲି ଭଲପାଇ ତାକୁ
ଭୁଲ କେବେ ହେଲେ ବୁଝିବି ନାହିଁ
ପଣ କରିଥିଲି ବନ୍ଧୁ ହେବି ତାର
ବଇରୀ କେବେ ମୁଁ ସାଜିବି ନାହିଁ
ହଁ, ରାଣ ଖାଇଥିଲି ଭଲପାଇ ତାକୁ
ଭୁଲ କେବେ ହେଲେ ବୁଝିବି ନାହିଁ
ପଣ କରିଥିଲି ବନ୍ଧୁ ହେବି ତାର
ବଇରୀ କେବେ ମୁଁ ସାଜିବି ନାହିଁ
ସଜା ବାଣବାଲା ରୋଷଣୀ ତାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ସାରା ଜୀବନର ସପନ ଆଣିଛି
ସାରା ଜୀବନର ସପନ ଆଣିଛି
ଦେବି ତାକୁ ଉପହାର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
Поcмотреть все песни артиста
Другие альбомы исполнителя