Shakti Mishra - Ranga Adhara текст песни
Исполнитель:
Shakti Mishra
альбом: Ranga Adhara
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
ନୀଳ ଇନ୍ଦିବର ସୁନ୍ଦର ଶ୍ରୀମୁଖ
ନୀଳ ଇନ୍ଦିବର ସୁନ୍ଦର ଶ୍ରୀମୁଖ
ଦିଶୁଥାଏ ଝଲମଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
♪
ମନ ଭରେ ନାହିଁ ଦେଖି ତୁମ ରୂପ
ନୀତି ଲାଗୁଥାଏ ନୂଆ
ଛାଡ଼ିଯିବା ପାଇଁ ମନ ବଳୁ ନାହିଁ
କଲ କି ତୁମେ କିମିଆ?
♪
ମନ ଭରେ ନାହିଁ ଦେଖି ତୁମ ରୂପ
ନୀତି ଲାଗୁଥାଏ ନୂଆ
ଛାଡ଼ିଯିବା ପାଇଁ ମନ ବଳୁ ନାହିଁ
କଲ କି ତୁମେ କିମିଆ?
ଭାବ ବିନୋଦିଆ ଭାବେ ବାନ୍ଧିଦେଲ
ଭାବ ବିନୋଦିଆ ଭାବେ ବାନ୍ଧିଦେଲ
ପାଇଲି ତୁମକୁ ଭଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
♪
ଅରଜିଲା ପାପ, ଦୁଃଖ ଅନୁତାପ
ସବୁଦେଲ ପ୍ରଭୁ ଧୋଇ
ସତେ ଅବା ପ୍ରାଣ ଲୋଭିଲା ନିର୍ବାଣ
ତୁମ ଦରଶନ ପାଇ
♪
ଅରଜିଲା ପାପ ଦୁଃଖ ଅନୁତାପ
ସବୁଦେଲ ପ୍ରଭୁ ଧୋଇ
ସତେ ଅବା ପ୍ରାଣ ଲୋଭିଲା ନିର୍ବାଣ
ତୁମ ଦରଶନ ପାଇ
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
ଧନ୍ୟ ମତେ କରିଦେଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
ନୀଳ ଇନ୍ଦିବର ସୁନ୍ଦର ଶ୍ରୀମୁଖ
ନୀଳ ଇନ୍ଦିବର ସୁନ୍ଦର ଶ୍ରୀମୁଖ
ଦିଶୁଥାଏ ଝଲମଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
ତୁମ ଅଧରରୁ ଝରି ପଡୁଥାଏ ପାଖୁଡ଼ା ପାଖୁଡ଼ା ଫୁଲ
Поcмотреть все песни артиста
Другие альбомы исполнителя