Kishore Kumar Hits

Nibedita - Rupasi Mananku Namaste текст песни

Исполнитель: Nibedita

альбом: Jiban Sathi


ହୁଁ, ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଓ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ

ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା (ଲା-ଲା-ଲା)
ଭସା ବାଦଲକୁ ଭରସା ନାହିଁ (ଲା-ଲା-ଲା)
ଆଜି ଅଛି ଏଠି ସେତ କାଲିକି ନାହିଁ (ଲା-ଲା-ଲା)
ତମେ ମାୟାବିନି ହୃଦୟହୀନା (ଲା-ଲା-ଲା)
ଆଜି ଯୁଇ, ଜାଇ ତମେ କାଲିକି ହେନା
ହସ ତମର, ଭାରି ସୁନ୍ଦର
ଆଖିର ନିଦ ଲୁଟିନିଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହଁ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ

ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ (ଲା-ଲା-ଲା)
ତୁମ ପରଶରେ ଫୁଲର ଛୁଆଁ (ଲା-ଲା-ଲା)
ଫୁଲ ଦେହେ ଅଛି ପୁଣି ପ୍ରେମର ନିଆଁ (ଲା-ଲା-ଲା)
ଆଜି ତମେ ଚିହ୍ନା କାଲି ଅଚିହ୍ନା (ଲା-ଲା-ଲା)
ମୁଁ କହୁନାହିଁ କହେ ସାରା ଦୁନିଆଁ
ପ୍ରେମ ତମର, ଦେଶୀ ଅତର
ଦି ଦିନ ରହି ଉଡ଼ିଯାଏ ସତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ଆସ୍ତେ-ଆସ୍ତେ ହେ, ଆସ୍ତେ-ଆସ୍ତେ
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହୁଁ-ହୁଁ-ହୁଁ)
ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ
ଓଠରେ ମିଛ, ଗୋଲାପି ହସ
ଚୋରେଇ ନିଅ ମନ ଅଜାଣତେ
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ (ହା)
ଆସ୍ତେ-ଆସ୍ତେ (ହା), ଆସ୍ତେ-ଆସ୍ତେ
ହେ, ରୂପସୀ ମାନଙ୍କୁ ନମସ୍ତେ (ହୁଁ-ହୁଁ-ହୁଁ)
ଭଲରେ ଥାଅ ସମସ୍ତେ (ହା)

Поcмотреть все песни артиста

Другие альбомы исполнителя

Похожие исполнители