Nibedita - Pritira Pahili Chitti текст песни
Исполнитель:
Nibedita
альбом: Jiban Sathi
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
ଲେଖୁଛି ତୁମକୁ ସାଥୀ (ହା-ହା-ହା)
ହସିବନି ପଢ଼ି ଚିଠି
ଇତି ତମର ଇତି
ହଁ, ଇତି ତମର ଇତି
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
♪
ରେଶମଠୁ ବେଶି ନରମ
ମହୁଠାରୁ ବେଶି ମିଠା
ପଢ଼ିଲେ ଜାଣିବ ତମେ
ଲେଖିଛି ଏମିତି କଥା
ହୁଁ, ରେଶମଠୁ ବେଶି ନରମ
ମହୁଠାରୁ ବେଶି ମିଠା
ପଢ଼ିଲେ ଜାଣିବ ତମେ
ଲେଖିଛି ଏମିତି କଥା
ଚିଠିରେ ଓଠର ଚିହ୍ନ
ଚିହ୍ନ ନୁହେଁ ମୋର ମନ
ଚିଠିରେ ଓଠର ଚିହ୍ନ
ଚିହ୍ନ ନୁହେଁ ମୋର ମନ
ଜହ୍ନ ଆଲୁଅରେ ବସି
ଏ ଚିଠି ପଢ଼ିବ ସାଥୀ
ଇତି ତମର ଇତି
ହଁ, ଇତି ତମର ଇତି
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
♪
ଲା-ଲା-ଲା (ଲା-ଲା-ଲା)
ଲା-ଲା-ଲା (ଲା-ଲା-ଲା)
ରୁ-ରୁ-ରୁ (ରୁ-ରୁ-ରୁ)
ରୁ-ରୁ-ରୁ (ରୁ-ରୁ-ରୁ)
ରୁ-ରୁ-ରୁ (ରୁ-ରୁ-ରୁ)
ରୁ-ରୁ-ରୁ (ରୁ-ରୁ-ରୁ)
ଦେଖାହେଲେ ସବୁ କହିବି
ଭାବେ ସିନା କେତେ କଥା
ଦେଖିଲେ ତୁମକୁ ଲାଜେ
ନଇଁଯାଏ ଆଖିପତା
ହୁଁ, ଦେଖାହେଲେ ସବୁ କହିବି
ଭାବେ ସିନା କେତେ କଥା
ଦେଖିଲେ ତୁମକୁ ଲାଜେ
ନଇଁଯାଏ ଆଖିପତା
ବୁଝନା ତମେ ବି କିଛି
ଅକୁହା ରହେ ମୋ ପ୍ରୀତି
ବୁଝନା ତମେ ବି କିଛି
ଅକୁହା ରହେ ମୋ ପ୍ରୀତି
ତେଣୁ ମୁଁ ଲେଖୁଛି ଚିଠି
କ୍ଷମା ଦବ ଥିଲେ ତ୍ରୁଟି
ଇତି ତମର ଇତି
ହଁ, ଇତି ତମର ଇତି
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
ପ୍ରୀତିର ପହିଲି ଚିଠି
ଚେଇଁ-ଚେଇଁ ସାରା ରାତି
ଲେଖୁଛି ତୁମକୁ ସାଥୀ (ହା-ହା-ହା)
ହସିବନି ପଢ଼ି ଚିଠି
ଇତି ତମର ଇତି
ହଁ, ଇତି ତମର ଇତି
ହୁଁ, ଇତି ତମର ଇତି
ହଁ, ଇତି ତମର ଇତି
Поcмотреть все песни артиста
Другие альбомы исполнителя