Nibedita - Chalu Chalu текст песни
Исполнитель:
Nibedita
альбом: Jiban Sathi
ଚାଲୁ-ଚାଲୁ, କିଛିବାଟ
ଚାଲୁ-ଚାଲୁ କିଛିବାଟ ରହି ଯିବନି
ବିଦାୟ ନେଇ ଗୋ ପ୍ରିୟା ଚାଲି ଯିବନି
ଚାଲୁ-ଚାଲୁ, କିଛିବାଟ
ଚାଲୁ-ଚାଲୁ କିଛିବାଟ ରହି ଯିବନି
ବିଦାୟ ନେଇ ଗୋ ସାଥୀ ଚାଲି ଯିବନି
ଟିକେ ହସେଇ, ଟିକେ କନ୍ଦେଇ
ଟିକେ ହସେଇ, ଟିକେ କନ୍ଦେଇ
ରହିଲା ମୋ ରାଣ ମତେ ଭୁଲି ଯିବନି
ଚାଲୁ-ଚାଲୁ, କିଛିବାଟ, ହୋ
♪
ଭଲପାଇ ଭୁଲିଯିବା ମାନେ ନୁହେଁ ପ୍ରେମ
ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ
ଭଲପାଇ ଭୁଲିଯିବା ମାନେ ନୁହେଁ ପ୍ରେମ
ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ
ସେ ନାଁ ଲିଭେଇ, ବାଟେ ବସେଇ
ସେ ନାଁ ଲିଭେଇ, ବାଟେ ବସେଇ
ମତେ ଏକା ଛାଡ଼ି ତମେ ହଜି ଯିବନି
ଚାଲୁ-ଚାଲୁ, କିଛିବାଟ, ହୋ
♪
ଖେଳନାର ସାଥେ ପ୍ରିୟା ତମେ ଖେଳିପାର
ମନ ନେଇ ଖେଳିବନି ଅନୁରୋଧ ମୋର
ହୋ, ଖେଳନାର ସାଥେ ପ୍ରିୟା ତମେ ଖେଳିପାର
ମନ ନେଇ ଖେଳିବନି ଅନୁରୋଧ ମୋର
ହସ ଲିଭେଇ, ଆଖି ଭିଜେଇ
ହସ ଲିଭେଇ, ଆଖି ଭିଜେଇ
ଏଇ ମନ ଆଇନାକୁ ଭାଙ୍ଗି ଦବନି
ହଁ, ଚାଲୁ-ଚାଲୁ, କିଛିବାଟ
ଚାଲୁ-ଚାଲୁ କିଛିବାଟ ରହି ଯିବନି
ବିଦାୟ ନେଇ ଗୋ ସାଥୀ ଚାଲି ଯିବନି
ଚାଲୁ-ଚାଲୁ, କିଛିବାଟ
ଚାଲୁ-ଚାଲୁ କିଛିବାଟ ରହି ଯିବନି
ବିଦାୟ ନେଇ ଗୋ ପ୍ରିୟା ଚାଲି ଯିବନି
ଟିକେ ହସେଇ, ଟିକେ କନ୍ଦେଇ
ଟିକେ ହସେଇ, ଟିକେ କନ୍ଦେଇ
ରହିଲା ମୋ ରାଣ ମତେ ଭୁଲି ଯିବନି
ଚାଲୁ-ଚାଲୁ, କିଛିବାଟ
ଲା-ଲାଲା-ଲାଲା
ହୁଁ-ହୁଁ-ହୁଁହୁଁ
ହୁଁ-ହୁଁ-ହୁଁ
ଲା-ଲାଲା-ଲାଲା-ହୋ
Поcмотреть все песни артиста
Другие альбомы исполнителя