Nibedita - Chirideba Aagaru текст песни
Исполнитель:
Nibedita
альбом: Babul Supriyo Odia Romantic Hits
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଭଲପାଇ କିଏ କାହାକୁ ଠକିଚି
ଭଲପାଇ କିଏ କାହାକୁ ଠକିଚି
ନିଜକୁ ପଚାରି ପଚାରି ଦେଖ
ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
♪
ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଜଳିବାରେ ଅଛି କେତେ ଯେ ଯାତନା
ଜଳିବାରେ ଅଛି କେତେ ଯେ ଯାତନା
ମନକୁ ପଚାରି ଦେଖ
ନିଜେ ଥରେ ଜଳି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
♪
ଚାଲିଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗିଦେବା ଆଗରୁ ଆଉ ଥରେ ଗଢି ଦେଖ
ଚାଲିଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗିଦେବା ଆଗରୁ ଆଉ ଥରେ ଗଢି ଦେଖ
ସପନ ଭାଙ୍ଗିଲେ କେତେଯେ ଦହନ
ସପନ ଭାଙ୍ଗିଲେ କେତେଯେ ଦହନ
ରାତିକୁ ପଚାରି ଦେଖ
ଆଉ ଥରେ ଗଢ଼ି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୁଲିଯିବା ଆଗରୁ ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ
Поcмотреть все песни артиста
Другие альбомы исполнителя