Swayam Padhi - CHANDAR TUKUDA текст песни
Исполнитель:
Swayam Padhi
альбом: CHANDAR TUKUDA
ନିଆରା ଠୁ ନିଆରା
ଲାଗୁଛୁ ଲୋ ନିଆରା
ତୁ ସତେ ହୀରା, ମୋତି, ମାଣିକର ଗୋଟେ ମନଛୁଆଁ ପସରା
ତୁ ସତେ ହୀରା, ମୋତି, ମାଣିକର ଗୋଟେ ମନଛୁଆଁ ପସରା
ମେହେନ୍ଦିର ଇଶାରା
ହଳଦୀର ପହରା
ମେହେନ୍ଦିର ଇଶାରା
ହଳଦୀର ପହରା
ତୁ କୋଟିକେ ଗୋଟିଏ, ଆଖିରେ ଆଖିଏ ଏମିତି ଦିଶୁଛୁ ଲୋ
ଚାନ୍ଦର ଟୁକୁଡ଼ା
ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
♪
ତୁ ରାତିଠାରୁ ଟିକେ କମ୍, ସକାଳଠୁ ଅଧିକା
ତୁ ଫୁଲଠାରୁ ଟିକେ କମ୍, ବଉଳଠୁ ଅଧିକା
ହଁ, ତୁ ରାତିଠାରୁ ଟିକେ କମ୍, ସକାଳଠୁ ଅଧିକା
ତୁ ଫୁଲଠାରୁ ଟିକେ କମ୍, ବଉଳଠୁ ଅଧିକା
କଜଳର ଇଶାରା
ଓଢ଼ଣୀର ନଖରା
କଜଳର ଇଶାରା
ଓଢ଼ଣୀର ନଖରା
ତୁ କୋଟିକେ ଗୋଟିଏ, ଆଖିରେ ଆଖିଏ ଏମିତି ଦିଶୁଛୁ ଲୋ
ଚାନ୍ଦର ଟୁକୁଡ଼ା
ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
♪
ତୁ ବରଷାଠୁ ଟିକେ କମ୍, କାକରଠୁ ଅଧିକା
ତୁ ଫୁଲେଇଠୁ ଟିକେ କମ୍, ଚଗଲିଟେ ଅଧିକା
ତୁ ବରଷାଠୁ ଟିକେ କମ୍, କାକରଠୁ ଅଧିକା
ତୁ ଫୁଲେଇଠୁ ଟିକେ କମ୍, ଚଗଲିଟେ ଅଧିକା
ଅଳତାର ମସୁରା
ପାଉଁଜିର ବେସୁରା
ଅଳତାର ମସୁରା
ପାଉଁଜିର ବେସୁରା
ତୁ କୋଟିକେ ଗୋଟିଏ, ଆଖିରେ ଆଖିଏ ଏମିତି ଦିଶୁଛୁ ଲୋ
ଚାନ୍ଦର ଟୁକୁଡ଼ା
ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
ତୁ ଚାନ୍ଦର ଟୁକୁଡ଼ା
Поcмотреть все песни артиста
Другие альбомы исполнителя