Kishore Kumar Hits

Swayam Padhi - To Galara Dimple текст песни

Исполнитель: Swayam Padhi

альбом: To Galara Dimple


ହୋ-ଓ-ଓ
ଆ-ଆ-ଆ
ହୋ-ଆ-ଆ
ହୁଁ-ହୁଁ-ହୁଁ
ତୋ ଗାଲର ସେଇ dimple
ମତେ କରିଛି, କରିଛି ଆଜି ହଲଚଲ୍
ହୋ, ତୋ ଗାଲର ସେଇ dimple
ମତେ କରିଛି, କରିଛି ଆଜି ହଲଚଲ୍
ତୋ ନାଲି ମେହେନ୍ଦି
ଆଉ ମଥାର ବିନ୍ଦି
ତୋ ନାଲି ମେହେନ୍ଦି, ମଥାର ବିନ୍ଦି
ଗୋରା ପାଦେ ପାଉଁଜି ତୋ ଦିଶେ ଝଲମଲ୍
ତୋ ଗାଲର ସେଇ dimple
ମତେ କରିଛି, କରିଛି ଆଜି ହଲଚଲ୍

ମୋ ମନ ମୟୂରୀ ତୁ ଲୋ ମୋ ସାଧବ ବହୁ
ହସରୁ ତୋ ଝରିପଡେ ମିଠା-ମିଠା ମହୁ
ହୋ, ମୋ ମନ ମୟୂରୀ ତୁ ଲୋ ମୋ ସାଧବ ବହୁ
ହସରୁ ତୋ ଝରିପଡେ ମିଠା-ମିଠା ମହୁ
ତୋ କାନ ଝୁମୁକା
ସତେ ମୋତି ମୁକୁତା
ତୋ କାନ ଝୁମୁକା, ମୋତି ମୁକୁତା
ଶୁଆଇ ଦଉନି ମତେ କରେ କଲବଲ୍
ତୋ ଗାଲର ସେଇ dimple
ମତେ କରିଛି, କରିଛି ଆଜି ହଲଚଲ୍

ମୋ ଜୀବନେ ଆସିଲୁ ତୁ ପରୀଟିଏ ପରି
କେବେ ହାତ ଛାଡ଼ିବିନି ଯିବି ପଛେ ମରି
ହୋ, ମୋ ଜୀବନେ ଆସିଲୁ ତୁ ପରୀଟିଏ ପରି
କେବେ ହାତ ଛାଡ଼ିବିନି ଯିବି ପଛେ ମରି
ତୋ ଆଖି କଜଳ
ମତେ ପାଉଛି ଭଲ
ତୋ ଆଖି କଜଳ, ପାଉଛି ଭଲ
ତୋ ପ୍ରେମର ବରଷାରେ ଆଜି ମୁଁ घायल
ତୋ ଗାଲର ସେଇ dimple
ମତେ କରିଛି, କରିଛି ଆଜି ହଲଚଲ୍

Поcмотреть все песни артиста

Другие альбомы исполнителя

Похожие исполнители