Kishore Kumar Hits

Sourin Bhatt - Galare Lagi Gala текст песни

Исполнитель: Sourin Bhatt

альбом: Namita Agrawal Top Film Duets Vol 2


ଗଲାରେ ଲାଗିଗଲା, ରଙ୍ଗ ଧିରେ-ଧିରେ
ଲଗେଇ ଦେଲୁ ଆରେ ପ୍ରେମରେ
ଗଲାରେ ଭିଜିଗଲା, ବାସ୍ନା ଧିରେ-ଧିରେ
ଭିଜେଇ ଦେଲୁ ଆରେ ପ୍ରେମରେ
ତୋ ରୂପରେ ଆଜି ମୁଁ दीवाना
ତୋ ହସରେ ଆଜି ମୁଁ दीवानी
ଥରେ ଆସି ଛୁଇଁଯାରେ
ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ଧିରେ-ଧିରେ ଜୀବନରେ ମୋର ଆସିଲୁ
ଧିରେ-ଧିରେ ସପନରେ ଦେଖା ତୁ ଦେଲୁ
ମୋ ପ୍ରିୟାରେ
ମୋ ପ୍ରିୟାରେ
ହୋ, ଧୀରେ-ଧୀରେ ହୃଦୟରେ ଜାଗା କିଣିଲୁ
ଧୀରେ-ଧୀରେ ଇଟା ଥୋଇ ଘର କରିଲୁ
ମୋ ସାଥୀରେ
ମୋ ସାଥୀରେ
ତୁ ସାଜିଲୁ ମୋ ମନ मसूका
ହଁ, ତୁ ପରା ମୋତି ମୁଁ ଶାମୁକା
ଥରେ ମନ ନେଇଯାରେ
ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ଧିରେ-ଧିରେ ସତରଙ୍ଗି ସୂରୁଜ ହେଲୁ
ଧିରେ-ଧିରେ ମିଠାମିଠା ଦରଜ ଦେଲୁ
ମୋ ସାଥୀରେ
ମୋ ସାଥୀରେ
ଧିରେ-ଧିରେ ଫୁଲଘରେ ଫୁଲେଇ ହେଲୁ
ଧିରେ-ଧିରେ ତୋ ହସରେ ଫୁଲେଇ ଦେଲୁ
ମୋ ପ୍ରିୟାରେ
ମୋ ପ୍ରିୟାରେ
ତୁ ଖରାଦିନ ଛିଟଖରା ରେ
ମୁଁ ସାଜିବି ପାଣିଟୋପାରେ
ଥରେ ଆସି ବହିଯାରେ
ହଁ, ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)
ପ୍ରେମରେ-ପ୍ରେମରେ (ପ୍ରେମରେ-ପ୍ରେମରେ)

Поcмотреть все песни артиста

Другие альбомы исполнителя

Похожие исполнители