ରୁଣୁଝୁଣୁ ଚୁଡ଼ି କହେ
ଗୁଣୁ-ଗୁଣୁ ହେଇ ଗାଏ
ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର
ରୁଣୁଝୁଣୁ ଚୁଡ଼ି କହେ
ଗୁଣୁ-ଗୁଣୁ ହେଇ ଗାଏ
ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର
♪
ତୁ କହିଲୁ, ମୁଁ କହିଲି
କୁହାକୁହି ହେଇଗଲା ଆଖିରେ ଆଖିରେ
ତୁ ବୁଝିଲୁ, ମୁଁ ବୁଝିଲି
ବୁଝାବୁଝି ହେଇଗଲା ଆଖିରେ ଆଖିରେ
♪
ତୁ କହିଲୁ, ମୁଁ କହିଲି
କୁହାକୁହି ହେଇଗଲା ଆଖିରେ ଆଖିରେ
ତୁ ବୁଝିଲୁ, ମୁଁ ବୁଝିଲି
ବୁଝାବୁଝି ହେଇଗଲା ଆଖିରେ ଆଖିରେ
ସପନରେ ଭିଜି-ଭିଜି
ହୋ, ସପନରେ ଭିଜି-ଭିଜି
ଆଖି କହେ ହଜି-ହଜି
ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର
♪
ମୁଁ ତୋ ପାଇଁ, ତୁ ମୋ ପାଇଁ
ଡେଇଁଗଲୁ ଆମେ ସବୁ ସୀମା ଧୀରେ-ଧୀରେ
ତୁ ସେପାଖେ, ମୁଁ ଏପାଖେ
ଆମେ ଦୁଇକୂଳ ପ୍ରେମ ନଈ ଧାରେ-ଧାରେ
ମୁଁ ତୋ ପାଇଁ, ତୁ ମୋ ପାଇଁ
ଡେଇଁଗଲୁ ଆମେ ସବୁ ସୀମା ଧୀରେ-ଧୀରେ
ତୁ ସେପାଖେ, ମୁଁ ଏପାଖେ
ଆମେ ଦୁଇକୂଳ ପ୍ରେମ ନଈ ଧାରେ-ଧାରେ
ସ୍ପନ୍ଦନର ତାଳେ-ତାଳେ
ହୋ, ସ୍ପନ୍ଦନର ତାଳେ-ତାଳେ
ମନ କହେ ସବୁବେଳେ
ତୁ ମୋର, ମୁଁ ତୋର
ତୁ ମୋର
ମୁଁ ତୋର
ହେ-ହେ-ହେ-ହେ-ହେ
ଲା-ଲା-ଲା-ଲା-ଲା
ହେ-ହେ-ହେ-ହେ-ହେ
ଲା-ଲାଲା-ଲା (ଲା-ହେ-ଲା-ହେ-ଲା-ହେ)
Поcмотреть все песни артиста
Другие альбомы исполнителя