Kishore Kumar Hits

Sourin Bhatt - Aakhira Jharaka текст песни

Исполнитель: Sourin Bhatt

альбом: Namita Agrawal Top Film Duets Vol 2


ଆ ଆ ଆ ଆ ଆ ଆ ଆ
ଆ ଆ ଆ ଆ ଆ ଆ ଆ
ଧିନ ତା ନାନାନାନା
ଧିନ ତା ନାନାନାନା
ଧିନ ତା ନାନାନାନା
ଧିନ ତା ନାନାନାନା
ଆଖିର ଝରକା ସେପଖେ ହଜାରେ
ଝରକା ଏପାଖେ ତୁ
ହୃଦୟ ଦୁଆର ବାହାରେ ଗହଳି
ଦୁଆର ଭିତରେ ତୁ
ମୋ ପ୍ରଥମ ପ୍ରେମ ତୁ
ମୋ ପ୍ରଥମ ଖୁସି ତୁ
ମୋ ପ୍ରଥମ କାହଣୀ ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ

ହଲଦି ଲଗେଇ ଖୋରା ରେ ଗାଧେଇ
ଝିଲି ମିଲି ମୋ ସକାଲ
ତତେ ଖୋଜେ ଆଖି ଆଇନାରେ
କଜଲ ଲଗେଇ ସିଂଦୁର ସଜେଇ
ମୋ ହସସଂଜ ଆକାସ ତା
ଲାଜ କରେ ଜହ୍ନ ର ପ୍ରେମରେ
ମୋ ପ୍ରେମୋର ସ୍ୱପ୍ନ ତୁ
ମୋ ପ୍ରେମର ଉତ୍ତର ତୁ
ମୋ ପ୍ରେମ ର ପରିଖ୍ଯା ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ

ଭଲ ପାଇବାରେ ଜଦି ଆତ୍ମା ଥଏ
ହଜିଗଲେ ଆଉ ଥରେ
ଖୋଜିଲେ ବି ପ୍ରେମ ମିଲିଜାଏ
ଭୁଝି ମୁନ ନ ଥିଲି ପ୍ରେମ ଅଜି ଜାଏ
ସ୍ୱର୍ଥ ଥିଲେ ସର୍ଥ ଥିଲେ
ସତ ପ୍ରେମ ମିଛ ହେଇଜାଏ
ମୋର ପ୍ରଥମ ସ୍ୱପ୍ନ ତୁ
ମୋ ପ୍ରଥମ ଆସା ତୁ
ମୋ ପ୍ରଥମ ଭରସା ତୁ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ
ନା ନା ନା ନା ନା
ହୋ ହୋ

Поcмотреть все песни артиста

Другие альбомы исполнителя

Похожие исполнители