Sourin Bhatt - Tu Mora текст песни
Исполнитель:
Sourin Bhatt
альбом: Namita Agrawal Top Film Duets Vol 2
ନିସାସା-ନିସାସା-ନିସା-ଗାରେ-ସାରେ-ନିସା
ନିସାସା-ନିସାସା-ନିସା-ଗାରେ-ସାରେ-ନିସା
ସାଗା-ଗାପା-ଗାମା-ନିସା-ନିସା-ନିପା-ମାପା-ନିସା (ଆ-ଆ-ଆ)
ସାଗା-ଗାପା-ଗାମା-ନିସା-ଗାରେ-ସାଗା-ପାନିସା (ଆ-ଆ-ଆ)
ତୁ ମୋର ମନ୍ଦିର
ତୁ ମୋର ପୂଜା
ତୁ ମୋର ମସଜିଦ୍
ତୁ ମୋର ଗିର୍ଜା
ତୁ ମୋର ମନ୍ଦିର
ତୁ ମୋର ପୂଜା
ତୁ ମୋର ମସଜିଦ୍
ତୁ ମୋର ଗିର୍ଜା
କାହିଁକି ସାତଟି ଋତୁ?
ଏକାଠି ଆଜି
କାହିଁକି ସାତୋଟି ରଙ୍ଗ?
ଚହଟେ ଆଜି
ଏ ଋତୁ କେମିତି ଋତୁ
ଏ ଋତୁ କାହାର ରଙ୍ଗ
ଯଦି ଜାଣୁ କହିଦେଇଯା
ତୁ ମୋର ମନ୍ଦିର (ତୁ ମୋର ମନ୍ଦିର)
ତୁ ମୋର ପୂଜା (ତୁ ମୋର ପୂଜା)
ତୁ ମୋର ମସଜିଦ୍ (ତୁ ମୋର ମସଜିଦ୍)
ତୁ ମୋର ଗିର୍ଜା (ତୁ ମୋର ଗିର୍ଜା)
ତୁ ମୋର ମନ୍ଦିର (ତୁ ମୋର ମନ୍ଦିର)
ତୁ ମୋର ପୂଜା (ତୁ ମୋର ପୂଜା)
ତୁ ମୋର ମସଜିଦ୍ (ତୁ ମୋର ମସଜିଦ୍)
ତୁ ମୋର ଗିର୍ଜା (ତୁ ମୋର ଗିର୍ଜା)
ପ୍ରେମରେ ସାତୋଟି ଋତୁ
ଏକାଠି ହୁଏ
ପ୍ରେମରେ ସାତୋଟି ରଙ୍ଗ
ବରଷି ଯାଏ
ଏ ଋତୁ ପ୍ରେମର ଋତୁ
ଏ ରଙ୍ଗ ପ୍ରେମର ରଙ୍ଗ
ସେଇ ରଙ୍ଗ ବୋଳି ଦେଇଯା
ଦେରେନା-ଦେରେନା-ଦେରେ-ଦେରେ-ଦେରେ-ନା-ନା
ଦେରେନା-ଦେରେ-ଦେରେ-ଦେରେ-ନା
ଜାଣିନି କେମତି, କଉଠୁ ଆରମ୍ଭ?
ସବୁ ଲାଗେ ନୂଆ-ନୂଆ ଲାଗେରେ ଅଜବ
ହୋ, ଆଖି ବି ନିଶ୍ଚଳ
ଓଠ ବି ନୀରବ
ପ୍ରଥମ ଛୁଆଁରେ ହାଏ କିଛି ବି ସମ୍ଭବ
ଏ ଛୁଆଁ ପ୍ରେମର ଛୁଆଁ
ଏ ନିଆଁ ପ୍ରେମର ନିଆଁ
ସେ ନିଆଁରେ ଜାଳି ଦେଇଯା
ତୁ ମୋର ମନ୍ଦିର (ତୁ ମୋର ମନ୍ଦିର)
ତୁ ମୋର ପୂଜା (ତୁ ମୋର ପୂଜା)
ତୁ ମୋର ମସଜିଦ୍ (ତୁ ମୋର ମସଜିଦ୍)
ତୁ ମୋର ଗିର୍ଜା (ତୁ ମୋର ଗିର୍ଜା)
ତୁ ମୋର ମନ୍ଦିର
ତୁ ମୋର ପୂଜା
ତୁ ମୋର ମସଜିଦ୍
ତୁ ମୋର ଗିର୍ଜା
ତୁ ଅଛୁ ଆଖିରେ
ତୁ ଅଛୁ ନିଦରେ
କଡ଼ ଲେଉଟେଇ ତତେ ଖୋଜେ ସପନରେ
ହୋ, ସପନ ହଜାରେ
ଇଛା ବି ହଜାରେ
ସୀମା ଡେଇଁବାକୁ ଆଶା ପ୍ରତି ମୁହୂର୍ତ୍ତରେ
ଏ ଆଶା ପ୍ରେମର ଆଶା
ଏ ସୀମା ପ୍ରେମର ସୀମା
ସେଇ ସୀମା ଡେଇଁ ଚାଲିଆ
ତୁ ମୋର ମନ୍ଦିର (ତୁ ମୋର ମନ୍ଦିର)
ତୁ ମୋର ପୂଜା (ତୁ ମୋର ପୂଜା)
ତୁ ମୋର ମସଜିଦ୍ (ତୁ ମୋର ମସଜିଦ୍)
ତୁ ମୋର ଗିର୍ଜା (ତୁ ମୋର ଗିର୍ଜା)
ତୁ ମୋର ମନ୍ଦିର (ତୁ ମୋର ମନ୍ଦିର)
ତୁ ମୋର ପୂଜା (ତୁ ମୋର ପୂଜା)
ତୁ ମୋର ମସଜିଦ୍ (ତୁ ମୋର ମସଜିଦ୍)
ତୁ ମୋର ଗିର୍ଜା (ତୁ ମୋର ଗିର୍ଜା)
Поcмотреть все песни артиста
Другие альбомы исполнителя