Sourin Bhatt - Kanchire Kanchire текст песни
Исполнитель:
Sourin Bhatt
альбом: Kanchire Kanchire
ହୁଁ, ଚୁପ୍-ଚୁପ୍ ଗୁମସୁମ ଏ ମନ କହେ
ଲୁଚି-ଲୁଚି ତତେ ଭଲପାଏ
ଯେତେ ତୋଠାରୁ ମୁଁ ଦୁରେ ଯାଏ
ସେତେ ବେସି କାଇଁ ଖୋଜୁଥାଏ?
ହୋ, ଏ କି ଋତୁ ଆଇଲା?
ତତେ ମୋତେ ଛୁଇଁଲା
ଛାତି ତଳେ ତୋ ପାଇଁକି ହୁଏ କିଛି-କିଛି ରେ
କାଞ୍ଚି ରେ, କାଞ୍ଚି ରେ
ଚାହେଁନା ମୁଁ କିଛି ରେ
ସାରା ଜୀବନକୁ ମନ ନେଲା ତୋତେ ବାଛି ରେ
କାଞ୍ଚି ରେ, କାଞ୍ଚି ରେ
ଚାହେଁନା ମୁଁ କିଛି ରେ
ସାରା ଜୀବନକୁ ମନ ନେଲା ତୋତେ ବାଛି ରେ
ଚୁପ୍-ଚୁପ୍ ଗୁମସୁମ ଏ ମନ କହେ
ଲୁଚି-ଲୁଚି ତତେ ଭଲପାଏ
ଯେତେ ତୋଠାରୁ ମୁଁ ଦୁରେ ଯାଏ
ସେତେ ବେସି କାଇଁ ଖୋଜୁଥାଏ?
ହେହେ-ହୋହୋ
ହୋ-ହୋ-ହୋ
ହଁ, କେବେଠାରୁ ଆଖିରେ ମୋ ତୋଳିଦେଲୁ ଘର
ମନେ ପକେଇଲେ ମନେପଡୁନାହିଁ ମୋର
ହୋ, ଏ କି ମିଳା-ମିଶା କହ ଦୁଇ ହୃଦୟର
ଆପଣାର ହେଲା ପରେ ନିଦ ହେଲା ପର
ହୁଁ, ଛନ୍-ଛନ୍, ହଲଚଲ ମୋ ନିଦ କହେ
ତୁ ମୋର ମିଠା ସତଟିଏ
ଯେବେ ଯେବେ ତୋତେ ଭାବିଦିଏ
ଭାବନା ମୋ ନୁଆଁ ରଙ୍ଗ ନିଏ
ହୋ, ସେ ନୁଆ ରଙ୍ଗରେ
ଆଜି ବିନା ମେଘରେ
ଟୋପା-ଟୋପା ପ୍ରେମ ତୋର କିଏ ଦେଲା ଛିଞ୍ଚି ରେ?
କାଞ୍ଚି ରେ, କାଞ୍ଚି ରେ
ଚାହେଁନା ମୁଁ କିଛି ରେ
ସାରା ଜୀବନକୁ ମନ ନେଲା ତୋତେ ବାଛି ରେ
ଏହେ-ଓହୋ
ଲାଲା-ଲାଲା-ଲାଲା-ଲା-ଲା-ଲା
ତୁ ଯଉଠି ନଥିବୁ ରେ ମୁଁ ସେଇଠି ନାହିଁ
ଦୁନିଆଁ କୁ ଆସିଛି ମୁଁ ଖାଲି ତୋ ପାଇଁ
ହୋ, ତୋ ଚାହାଣି ତୋ ଇଶାରେ ଦିଏ ମୋତେ କହି
ଆମ ପ୍ରେମ କାଲି ପାଇଁ ହବ ଗପ-ବହି
ସୁନ୍-ସୁନ୍, ଗୁନଗୁନ ତୁ ଗୀତଟିଏ
ଯେତେ ଗାଇଲେବି ଅଧା ରହେ
ତୋତେ ସାଇତି ମୋ ପଲକରେ
ଖୁସିରେ ମୋ ଆଖି ଓଦା ହୁଏ
ହୋ, ସେଇ ଖୁସି ପାଇଁକି, ତୁ ପାଖେ ଥାଇବି
ଖୋଜିବାକୁ ଭଲଲାଗେ ତୋତେ ମିଛି-ମିଛି ରେ
କାଞ୍ଚି ରେ, କାଞ୍ଚି ରେ
ଚାହେଁନା ମୁଁ କିଛି ରେ
ସାରା ଜୀବନକୁ ମନ ନେଲା ତୋତେ ବାଛି ରେ
ହେହେ-ହୋହୋ
ହୋ-ହୋ-ହୋ
Поcмотреть все песни артиста
Другие альбомы исполнителя