Kishore Kumar Hits

Babushan - Mu Romeo The Lover Boy текст песни

Исполнитель: Babushan

альбом: Mu Romeo The Lover Boy


ମୁଁ ରୋମିଓ, the lover boy
ତତେ ଦେଖିଲି, ଭଲ ପାଇଲି
ତତେ ଦେଖିଲି, ଭଲ ପାଇଲି
ଭୁଲିଗଲି-ଭୁଲିଗଲି-ଭୁଲିଗଲି-ଭୁଲିଗଲି
ଦୁନିଆକୁ ହାଏ
ମୁଁ ରୋମିଓ, the lover boy
ତତେ ଦେଖିଲି, ଭଲ ପାଇଲି
ତତେ ଦେଖିଲି, ଭଲ ପାଇଲି
ଭୁଲିଗଲି-ଭୁଲିଗଲି-ଭୁଲିଗଲି-ଭୁଲିଗଲି
ଦୁନିଆକୁ ହାଏ
ମୁଁ ରୋମିଓ, the lover boy

ଏଇ ମନଟି ମୋର, ଇନ୍ଦ୍ରଧନୁ ସହର
ସେ ସହରେ ତୋ ପାଇଁ କରିଛି ଘର
ମୁଁ ସେ ଘରକୁ ଯିବି, ହଁ, ମୁଁ ସେଠି ରହିବି
ତତେ ଦେଖୁଥିବି ଆଉ କହୁଥିବି
ମୁଁ ତୋ ଗୀତ, ମୁଁ ତୋ ସୁର
ମୁଁ ତୋ ଗୀତ, ମୁଁ ତୋ ସୁର
ଜିଇଁବା ମରିବା ଯାଏଁ
ତୁ ରୋମିଓ. the lover boy
ତତେ ଦେଖିଲି, ଭଲ ପାଇଲି
ତତେ ଦେଖିଲି, ଭଲ ପାଇଲି
ହା, ଭୁଲିଗଲି-ଭୁଲିଗଲି-ଭୁଲିଗଲି-ଭୁଲିଗଲି
ଦୁନିଆକୁ ହାଏ
ତୁ ରୋମିଓ the lover boy

ଚାଲ୍ ଆମେ ହଜିବା ନିଜ ନିଜ ଭିତରେ
ତୁ ମୋ ଓଠରେ, ମୁ ତୋ ଆଖିରେ, ହା-ଲା-ଲା
ମୁଁ ସେଠି ହଜିବି ଆଉ ମୋତେ ଖୋଜିବି
କିଛି-କିଛି ମୁଁ ଦେବି, କିଛି-କିଛି ମୁଁ ନେବି
ସୁଖ ବାଣ୍ଟିବା, ଦୁଃଖ ବାଣ୍ଟିବା
ସୁଖ ବାଣ୍ଟିବା, ହୋ, ଦୁଃଖ ବାଣ୍ଟିବା
ଜିଇଁବା ମରିବା ଯାଏଁ
ମୁଁ ରୋମିଓ, the lover boy
ତତେ ଦେଖିଲି, ଭଲ ପାଇଲି
ତତେ ଦେଖିଲି, ଭଲ ପାଇଲି
ଭୁଲିଗଲି-ଭୁଲିଗଲି-ଭୁଲିଗଲି-ଭୁଲିଗଲି
ଦୁନିଆ କୁ ହାଏ
ତୁ ରୋମିଓ, the lover boy
ମୁଁ ରୋମିଓ, the lover boy

Поcмотреть все песни артиста

Другие альбомы исполнителя

Похожие исполнители