Kishore Kumar Hits

Babushan - Mu Nach Kahile Duniya Nachiba текст песни

Исполнитель: Babushan

альбом: Mu Nach Kahile Duniya Nachiba


One, two, three, four
ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଗାଇଲୋ
ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଆଇଲୋ, ଗାଇଲୋ

Dance with me, babe
Sing with me, babe
Dance with me, babe
Sing with me, babe

ମୁଁ ନାଚ୍ କହିଲେ ଦୁନିଆଁ ନାଚିବ (ନାଚିବ)
ମୁଁ ଗାଆ କହିଲେ ଦୁନିଆଁ ଗାଇବ (ଗାଇବ)
ମୁଁ ନାଚ୍ କହିଲେ ଦୁନିଆଁ ନାଚିବ (ନାଚିବ)
ମୁଁ ଗାଆ କହିଲେ ଦୁନିଆଁ ଗାଇବ (ଗାଇବ)
ମୋ walk ରେ
ମୋ style ରେ
ମୋ look ରେ
ମୋ smile ରେ
ସୁନ୍ଦରୀ ମାନଙ୍କ ମନେ ନିଆଁ ଜଳିବ
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy

ମୋ photo ରଖି mobile ରେ
ଦେଖନ୍ତି ସବୁ ରାତି ଅଧରେ
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ଛାତିରେ ଚାପି ଧରି କରନ୍ତି ତ kiss
ମୁଁ କହେ ଛାଡ ଛାଡ, ଇସ୍, ଇସ୍, ଇସ୍
ମୋ walk ରେ
ମୋ style ରେ
ମୋ look ରେ
ମୋ smile ରେ
ସୁନ୍ଦରୀ ମାନଙ୍କ ମନେ ନିଆଁ ଜଳିବ
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy

ଆଜିକା ଦିନରେ ଯେତେ ତ hero
ମୋ ଆଗରେ ସବୁ ହେବେ ତ zero
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରଖିବି ନାହିଁ ମୁଁ କାହା ଫୁଟାଣି
सुरू ହେଲା ଏବେ ମୋ କାହାଣୀ
ମୋ walk ରେ
ମୋ style ରେ
ମୋ look ରେ
ମୋ smile ରେ
ସୁନ୍ଦରୀ ମାନଙ୍କ ମନେ ନିଆଁ ଜଳିବ
ମୁଁ ଏ ସହର ରୋମିଓ, ରୋମିଓ
ମୁଁ ଏ ସହର ରୋମିଓ, ରୋମିଓ
ଆରେ, ମୁଁ ଚାଲେ ଆଗେ-ଆଗେ ମୋ ପଛେ
ଲକ୍ଷେ ସୁନ୍ଦରୀ ଝିଅ
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy
ରୋମିଓ-ରୋମିଓ the lover boy, yeah

Поcмотреть все песни артиста

Другие альбомы исполнителя

Похожие исполнители