Babushaan Mohanty - Kie Heba Mora Rangabati текст песни
Исполнитель:
Babushaan Mohanty
альбом: Mr Majnu (Original Motion Picture Soundtrack)
एक, दो, तीन
ତିନିତିନି ଟା lover ମୋର ବଜେଇ ଦେଲେ बीन
एक, दो, तीन
ତିନିତିନି ଟା lover ମୋର ବଜେଇ ଦେଲେ बीन
କିଏ straight ଚାହୁଁଛି
କିଏ ପଲ୍ଟି ଚାହୁଁଛି
କିଏ salty କଥାରେ ମତେ signal ଦଉଛି
ମୋର ଜଳିଯାଏ ନାଲିବତୀ, ବତୀ
କିଏ ହବ ମୋର ରଙ୍ଗବତୀ
ହେ, (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ
ହଁ, (ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)
♪
ଆରେ ଜଣେ ତ beauty bebo
ଜଣେ ତ କଷି ଫୁଲେଇ
आजकाल ଲାଡ଼ଲି ଜଉ heart କୁ ଦେଲାଣି ହଲେଇ
କାହାର loveଖାତା ରେ
ହେବି ମୁଁ colourful cover
ହାଏ ମୁଁ ଫସିଗଲି confuse वाला ନୂଆ lover
ମୋର future darling ହାଏ କାହାକୁ କରିବି?
କାହା ଆଧାର card ରେ ମୁଁ right ମାରିବି?
ଭାରି dengeria ପରିସ୍ଥିତି, ସ୍ଥିତି
କିଏ ହବ ମୋର ରଙ୍ଗବତୀ
ହେ, (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ
ହଁ, (ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)
ମଲ୍ଲିଫୁଲ ତିନ୍-ତିନ୍ ଟା, ତିନ୍-ତିନ୍ ଟା, ତିନ୍-ତିନ୍ ଟା
କାହାକୁ ମୁଁ discount ରେ ଦେବି ରେ ମୋର ଏ दिल ଟା
♪
ଆରେ ଜଣେ ତ line ମାରିଲେ
ଆଉ ଜଣେ fuss ହଉଛି
ଆଖିର ଦୂରବିନ୍ ରେ ମୋର ଜଣେ ଆସି ଲଟ୍କି ଯାଉଛି
ହଁ, ଜଣଙ୍କ ପ୍ରେମ ତ fast-food
ଆଉ ଜଣଙ୍କ ଚାଖେଣା
କାହାକୁ କହିବି very good ଅବସ୍ଥା ଛଅଟଙ୍କା ଆଠେଣା
ତିନି ସୁନ୍ଦରୀ ପଛରେ
କେତେ suffer ମୁଁ ହେବି
ଏଇ दिल ଟା କାହାକୁ କହ offer ରେ ଦେବି
ମୋର ଦୁଳୁ-ଦୁଲୁ-ଦୁଲୁ ଦୁଲୁକି ଯାଏ ଛାତି, ଛାତି
କିଏ ହବ ମୋର ରଙ୍ଗବତୀ
ହେ, (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ
ହଁ, (ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)
Поcмотреть все песни артиста
Другие альбомы исполнителя