Kishore Kumar Hits

Babushaan Mohanty - Aji Matiba Gabar Singh текст песни

Исполнитель: Babushaan Mohanty

альбом: Love Pain Kuchh Bhi Karega (Original Motion Picture Soundtrack)


(Gabbar, Gabbar, Gabbar)
(Gabbar, Gabbar, Gabbar)
ଖାଲି trailer ଦେଖିଛୁ, ପୁରା cinema ଦେଖିବୁ
ମଣି, ବୋପାକୁ ତୋର ଆଜି ମଉସା ଡାକିବୁ
ଖାଲି trailer ଦେଖିଛୁ, ପୁରା cinema ଦେଖିବୁ
ମଣି, ବୋପାକୁ ତୋର ଆଜି ମଉସା ଡାକିବୁ
ଆମେ nonsense ପିଲା, ଆମ character ଢିଲା
ଆମେ nonsense ପିଲା, ଆମ character ଢିଲା
ତମ ଘଣ୍ଟି ବଜେଇଦବୁ ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍
ମାତିବ Gabbar Singh
ଆଜି ମାତିବ Gabbar Singh
ଆରେ, ଖଇନି ଖାଇ, ମାଲ୍ ଗଡେଇ, ମାତିବ Gabbar Singh
ଆଜି ମାତିବ Gabbar Singh
(अब तेरा क्या होगा रे, Kaalia?)
ହଁ, ମାତିବ Gabbar Singh
ଆଜି ମାତିବ Gabbar Singh

(Gabbar, Gabbar, Gabbar)

ଆରେ, ଆମେ ଚାହିଁଲେ ନାଚିବ बसंती, ओल्ले-ओल्ले-ओल्ले
ଆମ ସାଥିରେ ନାଗିଲେ ବାବା ଦେଖେଇଦବୁ शोल्ले
ହଁ, ଛୁଆ କାନ୍ଦିଲେ ମା' କହେ ଧନ ଚୁଚମି ପକା ରବର୍
୫୦ mile ଦୂରେ ଥିଲେ ବି ଭାରି danger Gabbar
ଆମେ କାଟିଲା ବାଲା, ହାତ କରନା ମେଲା
ଆମେ କାଟିଲା ବାଲା, ହାତ କରନା ମେଲା
ଆରେ, ଛଡେଇଦବୁ ତମ ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍
ମାତିବ Gabbar Singh
ଆଜି ମାତିବ Gabbar Singh
ଆରେ, ଖଇନି ଖାଇ, ମାଲ୍ ଗଡେଇ, ମାତିବ Gabbar Singh
(बहुत याराना लगता है रे)
ହଁ, ମାତିବ Gabbar Singh
ଆଜି ମାତିବ Gabbar Singh

(ମାତିବ Gabbar Singh)
(ଆଜି ମାତିବ Gabbar Singh)
ଆରେ, ଆମକୁ ସିନା market ଆଜି ବଦନାମିଆ କହେ
ଆମେ ଜାଣିଚୁ କଉ ଛମିଆ, କଉ ଚକି ଅଟା ଖାଏ
अब तेरा क्या होगा? ଆରେ କାଳିଆ ଲୁଣ ଖାଇବୁ ନା ଗୁଡି
ଆମେ ରାଗିଲେ censor ବାଲା କାଟିଦେବେ ଆମ ଗାଡି
ତମେ quality ବାଲା, ରଙ୍ଗ ରହିଲେ ହେଲା
ତମେ quality ବାଲା, ରଙ୍ଗ ରହିଲେ ହେଲା
ମିଛେ ହୁଅ ନାହିଁ ଏତେ ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍-ଟିଙ୍ଗ୍
ମାତିବ Gabbar Singh
ଆଜି ମାତିବ Gabbar Singh
ଆରେ, ଖଇନି ଖାଇ, ମାଲ୍ ଗଡେଇ, ମାତିବ Gabbar Singh
(अरे, ओ, Sambha, कितने आदमी थे?)
ହଁ, ମାତିବ Gabbar Singh
ଆଜି ମାତିବ Gabbar Singh

Поcмотреть все песни артиста

Другие альбомы исполнителя

Похожие исполнители