Kishore Kumar Hits

G Durga Prasad - Saajna текст песни

Исполнитель: G Durga Prasad

альбом: Saajna


ଆଖି ପଲକ ରେ ତୁ ମୋ ସପନ ରେ ତୁ
ତୁ ଥିଲେ ତୁ ଥିଲେ କିଛି ଚାହେଁନା,
ଏଇ ଜୀବନ ରେ ତୁ ମୋ ହୃଦୟ ରେ ତୁ
ତୁ ଥିଲେ ତୁ ଥିଲେ ରାତି ପାହେନା
ଭଲ ଲାଗୁ ଏତେ କାହିଁକି ଜାଣେନା
ଭଲ ପାଏ ତୋତେ କାହିଁକି ଜାଣେନା
ଏତେ ଭଲ ପାଏ ଭୁଲି ପାରେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଋତୁ ହୋଇ ଆସିଲୁ ତୁ ସାତ ରଂଗ ଢାଳିଲୁ ତୁ
ମିଠା ମିଠା ଛୁଆଁ ରେ ତୋ ମିଠା ନିଆଁ ଜାଳିଲୁ ତୁ
ଏତେ ଜଳିଗଲି କାହିଁକି ଜାଣେନା
ତୋତେ ପ୍ରେମ କଲି କାହିଁକି ଜାଣେନା
ଆଉ କାହାକୁ ମୁଁ ଭାବି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ଖରାବେଳେ ଛାଇ ଟେ ତୁ
ଶୋଷ ବେଳେ ନଈ ଟେ ତୁ
ରହିଗଲୁ ଜୀବନେ ମୋ
ବାଟଭୁଲା ପରୀ ଟେ ତୁ
ମୋର ଦେଖାହେଲୁ କାହିଁକି ଜାଣେନା
ମନେ ଅଙ୍କା ହେଲୁ କାହିଁକି ଜାଣେନା
ତୋତେ ମୋ ଛାତି ରୁ କାଢ଼ି ପାରେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା,
ସାଜନା,ସାଜନା,ସାଜନା,ସାଜନା
ତୋ ବିନା କିଛି ଭଲ ଲାଗେନା

Поcмотреть все песни артиста

Другие альбомы исполнителя

Похожие исполнители