G Durga Prasad - Toh Bina текст песни
Исполнитель:
G Durga Prasad
альбом: Toh Bina
ତୋତେ ଦେଖୁଥାଏ, ତୋତେ ଭଲପାଏ
ଏ ମନଟା ପାଗଳ ରେ
ଆଖିରେ ଆଖି ମିଶିଲା ପରେ
ହଜିଛି ତୋ ପ୍ରେମରେ
ଅଜଣା ଥିଲି ଅଚିହ୍ନା ରେ, ଚିହ୍ନା ହେଲୁ ତୁ ଧୀରେ-ଧୀରେ
କିଛି କହେନା କିଛି ବୁଝେ, ଅବୁଝା ମନଟା ରେ
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
♪
ଛୁପି-ଛୁପି ମୁଁ ତୋତେ ହିଁ ଚାହେଁ
ତୋ ହସ ମୋ ଦୁନିଆ
ଯୁଆଡ଼େ ଯାଏ ତୋତେ ହିଁ ପାଏ
ତୋ ଆଖି ମୋ ଆଇନା
ତୋ ଚେହେରା, ତୋ ଇସାରା ପାଗଳ କଲା ମତେ
କଥା ଯେତେ ହୃଦୟରେ କେମିତି କହିବି ତୋତେ?
ଅଜଣା ଥିଲି ଅଚିହ୍ନା ରେ, ଚିହ୍ନା ହେଲୁ ତୁ ଧୀରେ-ଧୀରେ
କିଛି କହେନା କିଛି ବୁଝେ, ଅବୁଝା ମନଟା ରେ
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
Поcмотреть все песни артиста
Другие альбомы исполнителя