Satyajeet Pradhan - Pure Suna Ra Jhumka текст песни
Исполнитель:
Satyajeet Pradhan
альбом: Pure Suna Ra Jhumka
ତୋର ପୁଚକା ପୁଚକା ଗାଲ ନି ଲୋ କୁଞ୍ଚକୁଞ୍ଚିଆ ଚୁଟି
ତତେ ଦେଖଲା ଦିନୁ ହାଏ ଲୋ ଜାନୁ ହଉଛି ଛାଟି-ପିଟି
ତୋର ପୁଚକା ପୁଚକା ଗାଲ ନି ଲୋ କୁଞ୍ଚକୁଞ୍ଚିଆ ଚୁଟି
ତତେ ଦେଖଲା ଦିନୁ ହାଏ ଲୋ ଜାନୁ ହଉଛି ଛାଟି-ପିଟି
ଆରେ ତାକ ତଳେ ତଳେ ମାଖନ ଖାଇ line ମୋର କଟି
ତୁ ଯେତେ ପଟେଇଲେ ପଟିବି ନାହିଁ ମୁଁ ବଡ ଲୋକର बेटी
ମୋ ଉଦିଆ ଜହ୍ନ, ମୋ ଗଳା ରତନ
କହ ଦବୁ କି ମନ?
ମନ ଦେଲେ ଧନ କଣ ଦବୁ କାନରେ ମୋ କହି ପକା?
ମୋ ରାଣୀ ଲୋ, ମୋ ଟୋପା ଲୋ ତତେ ଗଢେଇ ଦେବି
Pure ସୁନାର ଝୁମକା
ମୋ ଗେଲୁରେ, ମୋ ଜାନୁରେ, ସତେ ଗଢେଇ ଦବୁ
Pure ସୁନାର ଝୁମକା
♪
ଆରେ ମୋର दिल ଚୋର ରାଜା
ଏତେ ଆଉ ଖା' ନି ମୋ ଭେଜା
ପଛେ ପଛେ ଥାଇଲେ ଜାଣିଥା'
ଚଖେଇ ଦେବି ମୁଁ ତତେ ମଜା
ଆଲୋ ମୋର ନାଲି ପାନ ରାଣୀ
ନଖରା ତୁ ଦେଖା ନାହିଁ ମଣି
ଘରେ ଖାଲି ରାଜି ହେଲେ ଧନ
ଜମିଯିବ ଆମ ଏ କାହାଣୀ
ଆରେ କଉଠି ଥିଲା ଭାରି ତୁ ଚାଲୁ ଫୁଟାଣିଆ ରାମା?
ତୋର ଲତଫତିଆ କଥା ଶୁଣି ଫସିବିନି ଜମା
ଆଲୋ କଣ୍ଟା କୁସୁମ ଦେ ନାହିଁ ଯଖମ
କହ ହବ କି ପ୍ରେମ?
ପ୍ରେମ ହେଲେ ଧନ କଣ ଦବୁ କାନରେ ମୋ କହି ପକା?
ମୋ ରାଣୀ ଲୋ, ମୋ ଟୋପା ଲୋ ତତେ ଗଢେଇ ଦେବି
Pure ସୁନାର ଝୁମକା
ମୋ ଗେଲୁରେ, ମୋ ଜାନୁରେ, ସତେ ଗଢେଇ ଦବୁ
Pure ସୁନାର ଝୁମକା
♪
ଉଡି ଉଡି ଗଲା ଶଙ୍ଖ ଚିଲ
ପ୍ରାଣ ଦେଇ ପାଉଥିଲ ଭଲ
କେବେ ତୁ ବୁଝିବୁ କହ ଜାନୁ?
ମୋର ଭଲପାଇବାର ମୂଲ
ମ ମ ମ ମ ମନ ମୋର ଥିଲା ଗୋଟେ ସୋଲ
କରିଦେଲୁ ତାକୁ ସଜ ଫୁଲ
ତୋ ପାଇଁ ମହକେ ବାସେ ଆଜି
ରାତିଦିନ ଖୋଜି ତୋର ଗେଲ
ତୋର ଛୁନ୍ଦରୁ ମୁଁଦୁରୁ ବୟସକୁ ସୁନ୍ଦୁରୁ ସୁନ୍ଦୁରୁ ମୁହଁ
କେବେ ତୁ darling ମୋ ଘରକୁ ଆସିବୁ ଲୋ କହ?
ମୋ ଜୀବର ଧନ, ବସି ଗଣୁଥା ଦିନ ହବ ଆମ ମିଳନ
ତା' ପରେ ତତେ କଣ ଦେବି କାନରେ ମୋ କହି ପକା?
ମୋ ଗେଲୁରେ, ମୋ ଜାନୁରେ, ମତେ ଗଢେଇ ଦବୁ
Pure ସୁନାର ଝୁମକା
ମୋ ଗେଲୁରେ, ମୋ ଜାନୁରେ, ମତେ ଗଢେଇ ଦବୁ
Pure ସୁନାର ଝୁମକା
ମୋ ରାଣୀ ଲୋ, ମୋ ଟୋପା ଲୋ ତତେ ଗଢେଇ ଦେବି
Pure ସୁନାର ଝୁମକା
Поcмотреть все песни артиста
Другие альбомы исполнителя