Kishore Kumar Hits

Goodly Rath - Dreamy Dreamy текст песни

Исполнитель: Goodly Rath

альбом: Idiot (Original Motion Picture Soundtrack)


Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର

Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର
ହା, ଧିରେ-ଧିରେ-ଧିରେ-ଧିରେ, ଚୋରି-ଚୋରି
ହୃଦୟରେ ଆସି ଏମିତି ରହିଗଲୁ
ଫିକା-ଫିକା-ଫିକା-ଫିକା ଜୀବନରେ
ସାତରଙ୍ଗ ବୋଳି ମନ ମୋ ଛୁଇଁଦେଲୁ
ଦୁନିଆଁ କୁ ଭୁଲି ତତେ କଲି ନିଜର, ୱ-ଓ୍-ଓ୍-ଅ
Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର, ଅ-ଅ-ଅ-ଅ

ତୋ ପ୍ରେମରେ ମୁଁ ଏମିତି ଗଲି ଭିଜି
ତୋ କଥା ଭାବି ଏଇ ମନ ମୋ lazy-lazy
କେଉଁ ଋତୁରେ ମୁଁ ଏମିତି ଗଲି ହଜି
ନିଜକୁ ଆଉ ମୁଁ ପାଉନି ଖୋଜି-ଖୋଜି
ହାଁ, ସିଲି-ସିଲି-ସିଲି-ସିଲି ପବନରେ
ପାଇଗଲି ମହକ ତୋ ଦେହର
ଖିଲି-ଖିଲି-ଖିଲି-ଖିଲି ଫୁଲ ଟେ ତୁ
ଖୋଜିବୁଲେ ଏଇ ଭଅଁର ମନ ମୋର
ମତେ ମୋ ଠୁ ଚୋରି କଳା ତୋ ନଜର, ୱ-ଓ୍-ଓ୍-ଅ
Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର, ଅ-ଅ-ଅ-ଅ

ମୋ ସପନ ତୁ ଯେବେଠୁ ନେଲୁ ମାଗି
ମୋ ରାତି, ଦିନ ହାଏ ଚମକେ ତୋ ଲାଗି
ତୋ ଚେହେରା ମୋ ନିଦକୁ ଦିଏ ଭାଙ୍ଗି
ତୋ ପାଇଁ ଲାଗେ ଏଇ ପ୍ରେମ ମୋ ଚିଗିୱିଗୀ
ଝୁମି-ଝୁମି-ଝୁମି-ଝୁମି ଏଇ ମନ
ଝୁଲିଯାଏ ଆଜି ଗୀତର ଝୁଲଣାରେ
ମିଠା-ମିଠା-ମିଠା-ମିଠା ପ୍ରେମ ଗପ
ଛପି-ଛପି ଲେଖେ ଜହ୍ନର ଆଲୁଅରେ
ତୁ ମୋର ପ୍ରେମ ଗପ ଗୀତର ସ୍ୱର, ୱ-ଓ୍-ଓ୍-ଅ
Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର
ହା, ଧିରେ-ଧିରେ-ଧିରେ-ଧିରେ, ଚୋରି-ଚୋରି
ହୃଦୟରେ ଆସି ଏମିତି ରହିଗଲୁ
ଫିକା-ଫିକା-ଫିକା-ଫିକା ଜୀବନରେ
ସାତରଙ୍ଗ ବୋଳି ମନ ମୋ ଛୁଇଁଦେଲୁ
ଦୁନିଆଁ କୁ ଭୁଲି ତତେ କଲି ନିଜର, ୱ-ଓ୍-ଓ୍-ଅ
Dreamy-dreamy ତୋରି ଆଖିରେ
Crazy-crazy କଜଳ ଗାର
Creamy-creamy ତୋରି ଓଠରେ
ସଜଫୁଲ ମହୁର ଝର, ଅ-ଅ-ଅ-ଅ

Поcмотреть все песни артиста

Другие альбомы исполнителя

Похожие исполнители