Kishore Kumar Hits

Goodly Rath - Sweet Heart - Title Song текст песни

Исполнитель: Goodly Rath

альбом: Sweet Heart


ତୋ କଥା କେବେ ମୋତେ ତୁ କହିନୁ, ହେଲେ ମୁଁ ପାରିଛି ଶୁଣି
Love you, love you
Love you, love you
ତୋଠାରୁ ବେଶି ମୋ କଥା ଭାବିଛୁ, ସେଲାଗି ତୋପାଖେ ଋଣୀ
ଏ ଦୁନିଆଁ ଯଦି ତତେ ରୋକିବ, ସପନେ ଆସିବୁ ସାଥି ମୋର
ଥକିଯାଇଥିଲେ ଆଖି ବୁଜିବୁ, ଖୁସିରେ ଶୋଇବୁ କୋଳେ ମୋର
Love you, love you
Love you, love you
Love you oh my sweet heart
Love you, love you
Love you, love you
Love you oh my sweet heart
Love you oh my sweet heart
ଜାଣିଛି କେତେ ସହିଛୁ ଏଇ ମୋ ରାଗ, ମୋ ଅଝଟ
ଭଲପାଉ ବୋଲି ଏମିତି କରିନାହୁଁ ତୁ କେବେ ଆକଟ
Love you, love you
Love you, love you
ତୋ ଠାରୁ ଦୁରେ ରହିବା ଅଭିନୟ ଥିଲା ମିଛ ମୋର
ଭାବିନଥିଲି ମୁଁ ସ୍ୱପ୍ନରେ ଧରିଦେବ ସେ ଆଖି ତୋର
ମାଗିବିନି ବୋଲି ମୁଁ ଭାବିଥିଲି
ନମାଗି ପାଇଲି ମନ ତୋର
ଜାଣିଚୁ ଆଜି ତୁ ତୋ ବିନା ମୋର, ନାହିଁ କେ ଏମିତି ଆପଣାର
Love you, love you
Love you, love you
Love you oh my sweet heart
Love you, love you
Love you, love you
Love you oh my sweet heart
Love you oh my sweet heart
ମୋ ବାଟ ଥିଲା ଅବାଟ, ଜିଇଁବାର ଆଶା ନଥିଲା
ତତେ ପାଇ ଆଜି କାହିଁକି ମରଣକୁ ଡର ଲାଗିଲା
Love you, love you
Love you, love you
ତୋ ପାଇଁ ଗଲି ବଦଳି, ଗଲା ବଦଳି ମୋ ଦୁନିଆଁ
ଆସିଥିଲୁ ସାଜି କୁଣିଆ, କରିଦେଇ ଗଲୁ କାଇଁ କିମିଆଁ?
ଆଜି ଯଉକଥା ଗପପରି ଲାଗେ
ହବ ଇତିହାସ ସିଏ ଦିନେ
ଏ ଦୁଇ ମନର ଅକୁହା କାହାଣୀ ଲେଖାହବ ପୁଣି ସବୁ ମନେ
Love you, love you
Love you, love you
Love you oh my sweet heart
Love you, love you
Love you, love you
Love you oh my sweet heart
Love you oh my sweet heart

Поcмотреть все песни артиста

Другие альбомы исполнителя

Похожие исполнители