Kishore Kumar Hits

Goodly Rath - Chance Mara Byasha текст песни

Исполнитель: Goodly Rath

альбом: Sweet Heart


ମୋତେ କଲ କାଇଁ? (କାଇଁ? କାଇଁ? କାଇଁ?)
ମୋତେ କଲ କାଇଁ? (କାଇଁ? କାଇଁ? କାଇଁ?)
Chance ମରା ବୟସ ଆମ, face ଗୋରୀ ଗୋରୀ
Size zero figure ଆମ, बातें प्यारी-प्यारी
ହାଏ, Chance ମରା ବୟସ ଆମ, face ଗୋରୀ ଗୋରୀ
Size zero figure ଆମ, बातें प्यारी-प्यारी
ଆମେ gems ପରି ଲାଗୁ हरा-रंगीन
Facebook ଚାଲୁଅଛି ଆମ ଲାଗି
ଆମରି ଉପରେ ଏବେ ଆଖି ସବୁରି
କାହା ଦୋଷ ନୁହେଁ ଦୋଷ ତୁମରି
ତମେ ହେଲ କାଇଁ ଏତେ ସୁନ୍ଦରୀ?
କାହା ଦୋଷ ନୁହେଁ ଦୋଷ ତୁମରି
ତମେ ହେଲ କାଇଁ ଏତେ ସୁନ୍ଦରୀ?
ତୁମ ଚୁସକି ପରି ବେଶ ଆଉ Chowmein ପରି କେଶ
ହସ ଲାଗେ ପୁରା Litchi ପାଣି
ତୁମ t-shirt ର ଲେଖା ସତେ ହେଇଛି କେତେ ଚୋଖା
ଟୋକା ପଢ଼ି ସିଟି ମାରିଲେଣି
Miss call ପରି miss ତୁମ ପ୍ରେମ
ସେଇ ପ୍ରେମକରି ମୁନ୍ନା ବଦନାମ
ପୁଅମାନେ ତୁମ ପାଇଁ ମିଠେଇ ଜରି
କାହା ଦୋଷ ନୁହେଁ ଦୋଷ ତୁମରି
ତମ ପାଇଁ ଆମେ ଏତେ ସୁନ୍ଦରୀ
କାହା ଦୋଷ ନୁହେଁ ଦୋଷ ତୁମରି
ତମ ପାଇଁ ଆମେ ଏତେ ସୁନ୍ଦରୀ, ସୁନ୍ଦରୀ, ସୁନ୍ଦରୀ
ଆମ photo ଲାଗୁଛି ବୋଲି, ତମେ କିଣୁଚ daily daily
ଜୋତା, ମୋଜା ଆଉ ହୁସିଆରି
ତମ ବୋଉ କଥାଠୁ ବେଶୀ ତମେ ଆମ କଥାକୁ ମାନ
ପାନ, ବିଡି, ନିସା ଦିଅ ଛାଡ଼ି
କାଳେ କିଏ ଦବ ଆମକୁ ଚିହ୍ନି
Bike ପଛେ ବସୁ ମୁହଁ ଢାଙ୍କି ଚୁନି
ତୁମେ ପରା A.T.M card ଆମରି
କାହା ଦୋଷ ନୁହେଁ ଦୋଷ ତୁମରି
ତମେ ହେଲ କାଇଁ ଏତେ ସୁନ୍ଦରୀ?
କାହା ଦୋଷ ନୁହେଁ ଦୋଷ ତୁମରି
ତମ ପାଇଁ ଆମେ ଏତେ ସୁନ୍ଦରୀ
କାହା ଦୋଷ ନୁହେଁ ଦୋଷ ତୁମରି
ତମେ ହେଲ କାଇଁ ଏତେ ସୁନ୍ଦରୀ?
କାହା ଦୋଷ ନୁହେଁ ଦୋଷ ତୁମରି
ତମ ପାଇଁ ଆମେ ଏତେ ସୁନ୍ଦରୀ, ସୁନ୍ଦରୀ, ସୁନ୍ଦରୀ, ସୁନ୍ଦରୀ

Поcмотреть все песни артиста

Другие альбомы исполнителя

Похожие исполнители