ତୋ କଥା କେବେ ମୋତେ ତୁ କହିନୁ ହେଲେ ମୁଁ ପାରିଛି ଶୁଣି Love you, love you ତୋଠାରୁ ବେଶି ମୋ କଥା ଭାବିଛୁ ସେଲାଗି ତୋପାଖେ ଋଣୀ ଏ ଦୁନିଆଁ ଯଦି ତତେ ରୋକିବ ସପନେ ଆସିବୁ ସାଥି ମୋ ଥକିଯାଇଥିଲେ ଆଖି ବୁଜିବୁ, ଖୁସିରେ ଶୋଇବୁ କୋଳେ ମୋର Love you, love you Love you oh my sweet heart Love you, love you Love you oh my sweet heart Love you oh my sweet heart ♪ ଜାଣିଛି କେତେ ସହିଛୁ ଏଇ ମୋ ରାଗ, ମୋ ଅଝଟ ଭଲପାଉ ବୋଲି ଏମିତି କରିନାହୁଁ ତୁ କେବେ ଆକଟ Love you, love you ତୋ ଠାରୁ ଦୁରେ ରହିବା ଅଭିନୟଥିଲା ମିଛ ମୋର ଭାବିନଥିଲି ମୁଁ ସ୍ୱପ୍ନରେ ଧରିଦେବ ଆଖି ତୋର ମାଗିବିନି ବୋଲି ମୁଁ ଭାବିଥିଲି ନମାଗି ପାଇଲି ମନ ତୋର ଜାଣିଚୁ ଆଜି ତୋ ବିନା ମୋର ନାହିଁ ଏମିତି ଆପଣାର Love you, love you Love you oh my sweet heart Love you, love you Love you oh my sweet heart Love you oh my sweet heart ♪ ମୋ ବାଟ ଥିଲା ଅବାଟ, ଜିଇଁବାର ଆଶା ନଥିଲା ତତେ ପାଇ ଆଜି କାହିଁକି ମରଣକୁ ଡର ଲାଗିଲା Love you, love you ତୋ ପାଇଁ ଗଲି ବଦଳି, ଗଲା ବଦଳି ମୋ ଦୁନିଆଁ ଆସିଥିଲୁ ସାଜି କୁଣିଆ, କରିଦେଇ କାଇଁ କିମିଆଁ? ଆଜି ଯଉକଥା ଗପପରି ଲାଗେ ହବ ଇତିହାସ ସିଏ ଦିନେ ଏ ଦୁଇ ମନର ଅକୁହା କାହାଣୀ ଲେଖାହବ ପୁଣି ସବୁ ମନେ Love you, love you Love you oh my sweet heart Love you, love you Love you oh my sweet heart Love you oh my sweet heart