Goodly Rath - Mu Tora Babu Sona текст песни
Исполнитель:
Goodly Rath
альбом: Astika Nastika (Original Motion Picture Soundtrack)
ତୋ ଦିଲ୍ ଟାକୁ ଆଣି ଛାତି ତଳେ ରଖିଛି
ତୋ ଦିଲ୍ ଟାକୁ ଆଣି ଛାତି ତଳେ ରଖିଛି
ତାକୁ ରାତି ଦିନ ପାଗଳ ପରି ଦେଖୁଛି
ଯଦି ଦିଲ୍ ଟାକୁ ମୋର ପାଉଛି hero ଭଲ
ତାକୁ ଛୋଟ ପିଲା ପରି କରୁଥା ଟିକେ ଗେଲ
ଆରେ, ଜାଣିଥା ସିଏ ଫେରିକି ଗଲେ କିଛି ବୁଝେନା
ओले-ओले, दिल जाना, ଆଉ ରହି ପାରେନା
ଥରେ କହିଦେ ନା ତୁ
ମୁଁ ତୋର ବାବୁ-ସୋନା
ହଁ, ମୁଁ ତୋର ବାବୁ-ସୋନା
ओले-ओले ଦିୱାନା, ଲଗେଇଲୁ निशाना
ଫସିଗଲି ମଇନା ମୁଁ
ତୁ ମୋର ବାବୁ-ସୋନା
ହଁ, ତୁ ମୋର ବାବୁ-ସୋନା
ସାସା-ନିପା-ମାପା-ଗାମା-ପାମା-ମାଗା-ଗାସା
ସାସା-ନିପା-ଗାପା-ପାମା-ମା
ସାସା-ନିପା-ମାପା-ଗାମା-ପାମା-ମାଗା-ଗାସା
ନିସା-ଗାମା-ସାଗା-ମାପା-ମାଗା-ସା
କେତେ dream ରେ ତତେ, ଦେଖୁଥିବି ମୁଁ darling?
♪
ତୋର feelings ଯାହା, ମୋର ବି ସେଇ feeling
ଏଇ ହୃଦୟ ଦରଜା ତୋ ପାଇଁ ରଖିଛି ଖୋଲା
जानू ଥରେ ଆସି ତୁ ରହି ପାରିଲେ ହେଲା
ଯିବାପାଇଁ କେବେ କରିବୁ ନାହିଁ ମିଛ ବାହାନା
ओले-ओले, दिल जाना, ଆଉ ରହି ପାରେନା
ଥରେ କହିଦେ ନା ତୁ
ମୁଁ ତୋର ବାବୁ-ସୋନା
ହାଁ, ମୁଁ ତୋର ବାବୁ-ସୋନା
ओले-ओले ଦିୱାନା, ଲଗେଇଲୁ निशाना
ଫସିଗଲି ମଇନା ମୁଁ
ତୁ ମୋର ବାବୁ-ସୋନା
ହଁ, ତୁ ମୋର ବାବୁ-ସୋନା
♪
Mind fresh ହୁଏ ମୋର, ତୋ ସାଥେ ଦେଲେ ଗପି
♪
ସେଇ ଗପା ଗପିରେ ମନ ଖୋଜେ ଗୋଟେ पप्पी
ତୋର ଚଗଲା ମନକୁ ଭଲ କରି ଥରେ ବୁଝା
ପ୍ରେମ ଦୂରେ-ଦୂରେ ଥିଲେ ଆହୁରି ଲାଗେ ରେ ମଜା
Life-time ପାଇଁ ଆମ ଏ ଯୋଡି, ତୁ କି ଜାଣୁନା?
ओले-ओले ଦିୱାନା, ଲଗେଇଲୁ निशाना
ଫସିଗଲି ମଇନା ମୁଁ
ତୁ ମୋର ବାବୁ-ସୋନା
ହଁ, ତୁ ମୋର ବାବୁ-ସୋନା
ओले-ओले, दिल जाना, ଆଉ ରହି ପାରେନା
ଥରେ କହିଦେ ନା ତୁ
ମୁଁ ତୋର ବାବୁ-ସୋନା
ହାଁ, ମୁଁ ତୋର ବାବୁ-ସୋନା
Поcмотреть все песни артиста
Другие альбомы исполнителя