Kishore Kumar Hits

Akshaya Mohanty - Mora Ta Mantikia текст песни

Исполнитель: Akshaya Mohanty

альбом: Ae Mora Sesa Geta


ମୋର ତ, ମୋର ତ
ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ମୋର ତ
ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ଏଇନା ଆସେ, ଏଇନା ବସେ
ଏଇନା ହସେ, ଏଇନା ଖସେ
ମୋର ତେଣେ ପଡିଛି ରହି ବହୁତ ବହୁତ କାମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ଏଇନା ଆସ, ଏଇନା ବସ
ଏଇନା ହସ, ଏଇନା ଖସ
ସବୁବେଳେ ତମର ଖାଲି ବହୁତ ଅଛି କାମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ

ମିଣ୍ଟିକରେ ପାନ ଦେ, ମିଣ୍ଟିକରେ ଚୂନ
ମିଣ୍ଟିକ ପାଇଁ ଦୁନିଆ ଭୁଲି, ମତେ ଦେ ମନ
ଦେ-ଦେ-ଦେ-ଦେ-ଦେ
ମିଣ୍ଟିକରେ ପାନ ଦେ, ମିଣ୍ଟିକରେ ଚୂନ
ମିଣ୍ଟିକ ପାଇଁ ଦୁନିଆ ବୁଲି, ମତେ ଦେ ମନ
ମିଣ୍ଟିକରେ ଚା' ମିଳୁଛି, ମିଣ୍ଟିକରେ coffee
ମିଣ୍ଟିକରେ ବାହାଘର, ମିଳିଲା ପରି toffee
ସକାଳୁ ସଞ୍ଜ ବସି ବସିକା
କେମିତି କରିବି ପ୍ରେମ
କେମିତି କରିବି ପ୍ରେମ
ସକାଳୁ ସଞ୍ଜ ବସି ବସିକା
କେମିତି କରିବି ପ୍ରେମ
କେମିତି କରିବି ପ୍ରେମ
ମୋର ତେଣେ ରହିଛି ବାକି ବହୁତ ବହୁତ କାମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ଏଇନା ଆସ, ଏଇନା ବସ
ଏଇନା ହସ, ଏଇନା ଖସ
ସବୁବେଳେ ତମର ଖାଲି ବହୁତ ଅଛି କାମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ

କହିଲୁ ମତେ ରଖିଛି କିଏ ମିଣ୍ଟିକରୁ ବେସି
ସାନ ଭଉଣୀ ପାଖରେ ଥିଲି ତିନି minute busy
G-g-g-g-g
କହିଲୁ ମତେ ରଖିଛି କିଏ ମିଣ୍ଟିକରୁ ବେସି
ସାନ ଭଉଣୀ ପାଖରେ ଥିଲି ତିନି minute busy
କଷ୍ଟେ ମଷ୍ଟେ time କରିଛି ଥା ତୋ ପାଇଁ
ତୋର ସବୁ କଥାରେ ଧୀରେ ଧୀରେ, ସବୁ କଥାରେ ନାଇଁ
ସକାଳୁ ସଞ୍ଜ ବସି ବସିକା
କେମିତି କରିବି ପ୍ରେମ
କେମିତି କରିବି ପ୍ରେମ
ସକାଳୁ ସଞ୍ଜ ବସି ବସିକା
କେମିତି କରିବି ପ୍ରେମ
କେମିତି କରିବି ପ୍ରେମ
ମୋର ତେଣେ ପଡିଛି ରହି ବହୁତ ବହୁତ କାମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ଏଇନା ଆସେ, ଏଇନା ବସେ
ଏଇନା ହସେ, ଏଇନା ଖସେ
ମୋର ତେଣେ ପଡିଛି ରହି ବହୁତ ବହୁତ କାମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ଏଇନା ଆସ, ଏଇନା ବସ
ଏଇନା ହସ, ଏଇନା ଖସ
ସବୁବେଳେ ତମର ଖାଲି ବହୁତ ଅଛି କାମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ମୋର ତ ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ
ତମର ମିଣ୍ଟିକିଆ ପ୍ରେମ ହାଏ, ମିଣ୍ଟିକିଆ ପ୍ରେମ

Поcмотреть все песни артиста

Другие альбомы исполнителя

Похожие исполнители