Akshaya Mohanty - Tameta Aasila Nahin текст песни
Исполнитель:
Akshaya Mohanty
альбом: Ae Mora Sesa Geta
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ମୋ ମନର ଇଚ୍ଛା ହତି ନଈ ଟିଏ ହୋଇ
ହାଏ, ତମେତ ଆସିଲ ନାହିଁ
ମୋ ମନ ପାହାଚକୁ କେ
ମୋ ମନ ପାହାଚକୁ କେ
ତୁଠ ପଥରରେ ସବୁଜ ଟିକେ ଶିଉଳି ହେଇ
ହାଏ, ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
♪
ତମେତ ଆସିଲ ନାହିଁ
ପାହାଡି ଝରଣା ହୋଇ
ମୋ ନିଥର ମନଟାରେ ସ୍ପନ୍ଦନ ଜଗାଇ
କୁରୁକୁରୁ ହଳଦିଆ ରଙ୍ଗରେ ଗାଧୋଇ
ହାଏ, ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
♪
ତମେତ ଆସିଲ ନାହିଁ
ଗୁଣୁଗୁଣୁ ଗୀତ ହୋଇ
ମୋ ନିଥର ମନଟାକୁ ଚହଲାଇ ଦେଇ
ଶିଳ୍ପୀ ମନରେ ପ୍ରଳୟର ପ୍ରତିମାଟି ହୋଇ
ହାଏ, ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ମୋ ମନର ଇଚ୍ଛା ହତି ନଈ ଟିଏ ହୋଇ
ହାଏ, ତମେତ ଆସିଲ ନାହିଁ
ମୋ ମନ ପାହାଚକୁ କେ
ମୋ ମନ ପାହାଚକୁ କେ
ତୁଠ ପଥରରେ ସବୁଜ ଟିକେ ଶିଉଳି ହୋଇ
ହାଏ, ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
ତମେତ ଆସିଲ ନାହିଁ
Поcмотреть все песни артиста
Другие альбомы исполнителя