Akshaya Mohanty - Mu Paunathili текст песни
Исполнитель:
Akshaya Mohanty
альбом: Puni Thare Romantic Song Vol 3
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ମୁଁ ପାଉ ନଥିଲି ସାହା
ତମେ ପାଉ ନଥିଲ ରାହା
ମୁଁ ପାଉ ନଥିଲି ସାହା
ତମେ ପାଉ ନଥିଲ ରାହା
କାଲିଥିଲୁ କେତେ ଦୂରେ ଦୂରେ ସତେ
ଆଜି କେତେ ଆପଣାର
ଆହା, ଆହା, ଆହା, ଆହା
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ତମେ ପାଉ ନଥିଲ ସାଧି
ମୁଁ ପାଉ ନଥିଲି ପ୍ରୀତି
କାଲିଥିଲୁ ଆମେ ଚିହ୍ନା ଜଣା ଖାଲି
ଆଜି ଦୁହେଁ ଦୁହିଁଙ୍କର
ସାହା, ସାହା, ସାହା, ସାହା
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଖେଳୁଥିଲି ଆଗେ ଖିଆଳି ହୋଇ, ଖିଆଳି ହୋଇ
ଦୁନିଆକୁ କେବେ ଚାହିଁନି ମୁଁହି
ତୁମଠୁ ପାଇଲି ପ୍ରଥମ ଛୁଆଁ, ପ୍ରଥମ ଛୁଆଁ
ଆଜି ତ ଲାଗୁଛି ଦୁନିଆ ନୁଆଁ
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ତମେ ଦେଇନାହଁ କଥା
ମୁଁ ଦେଇନାହିଁ କଥା
ତମେ ଦେଇନାହଁ କଥା
ମୁଁ ଦେଇନାହିଁ କଥା
କେବେ କହିନାହିଁ ମନ ଖୋଲି ହାଏ
ଆଜି କହିହେବ ନାହିଁ
ନା, ନା, ନା, ନା
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଜିଇଁଥିଲି ଆଗେ ଜୀବନ ବିନା, ଜୀବନ ବିନା
ପାଉଥିଲି ଭଲ ପ୍ରେମ ବିନା
ତୁମେ ଜଗାଇଲ ଉଠିଲି ଚେଇଁ, ମୁଁ ଉଠିଲି ଚେଇଁ
ତୁମଲାଗି ପ୍ରେମ ଉଠିଲା ଜିଇଁ
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ତୁମେ ପାଉ ନଥିଲ ଭାଷା
ମୁଁ ପାଉ ନଥିଲି ଆଶା
କାଲି ଥିଲା ଖାଲି ସାଗରେ ଭାସିବା
ଆଜି ମୁଁଯେ ଏକା ତୁମ
ନାଆ, ନାଆ, ନାଆ, ନାଆ
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ମୁଁ ପାଉ ନଥିଲି ସାହା
ତମେ ପାଉ ନଥିଲ ରାହା
ମୁଁ ପାଉ ନଥିଲି ସାହା
ତମେ ପାଉ ନଥିଲ ରାହା
କାଲିଥିଲୁ କେତେ ଦୂରେ ଦୂରେ ସତେ
ଆଜି କେତେ ଆପଣାର
ଆହା, ଆହା, ଆହା, ଆହା
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
ଉଁ.ଉଁ.ଉଁ.ଉଁ.ହୁଁ.ଉଁ.ଉଁ.
Поcмотреть все песни артиста
Другие альбомы исполнителя