Akshaya Mohanty - Alo Mora Kandhei текст песни
Исполнитель:
Akshaya Mohanty
альбом: Puni Thare Sad Song Vol 1
ଓ-ହୋ-ହୋ
ହୁଁ, ଓହୋହୋ-ହୋ
ଆଲୋ ମୋର କଣ୍ଢେଇ
ମତେ ଦେଲୁ ଭଣ୍ଡାଇ
ଆଲୋ ମୋର କଣ୍ଢେଇ
ତୁ ତୋର ବାଛିନେଲୁ ରଜାଘର ଉଆସ
ମତେ ଦେଲୁ ଦୁଃଖ ଭାର ମୁଣ୍ଡେଇ
ଆଲୋ ମୋର କଣ୍ଢେଇ
ମତେ ଦେଲୁ ଭଣ୍ଡେଇ
ଆଲୋ ମୋର କଣ୍ଢେଇ
ତତେ ସିନା ମିଳିଗଲା ପାଟ ଲୁଗା, କମକୁଟ ଆଇନା
ମୋ ପାଖରୁ ହଜିଗଲା ଜିଇଁବାର ଥିଲା ଯେତେ ବାହାନା
ଆଲୋ ମୋର କଣ୍ଢେଇ
ଗଭା ତୋର ମୁଣ୍ଡେଇ
ହୋ ଆଲୋ ମୋର କଣ୍ଢେଇ
ଗଭା ତୋର ମୁଣ୍ଡେଇ
ତୁ ଏଠି ଝୁଲୁଛୁ ସିନା ଚଇତି ପବନ ପରି
ସପନ ଝୁଲଣା ମୋର ଛିଣ୍ଡେଇ
ଆଲୋ ମୋର କଣ୍ଢେଇ
ମତେ ଦେଲୁ ଭଣ୍ଡଇ
ଆଲୋ ମୋର କଣ୍ଢେଇ
ଓ ଦୁନିଆ ଶିଖେଇ ଥିଲା ପର କେବେ ହେବ ନାହିଁ ଆପଣା
ତଥାପି ଦେଲିରେ କିଆଁ ମିଛୁଟାରେ ରକତର ପାଉଣା
ଆଲୋ ମୋର କଣ୍ଢେଇ
ସବୁ ସୁଖ ନୁଣ୍ଡେଇ
ହୋ ଆଲୋ ମୋର କଣ୍ଢେଇ
ସବୁ ସୁଖ ନୁଣ୍ଡେଇ
ତୁ ଏଠି ଝଟକୁ ସିନା ବିଜୁଳି ପରିକା ହେଲେ
ମତେ ଦେଲୁ ମେଘ ପରି କଣ୍ଢେଇ
ଆଲୋ ମୋର କଣ୍ଢେଇ
ମତେ ଦେଲୁ ଭଣ୍ଡେଇ
ଆଲୋ ମୋର କଣ୍ଢେଇ
ହୁଁ-ଆହାହା-ହା
ଉଁ-ଉଁହୁଁହୁଁ-ହୁଁ
Поcмотреть все песни артиста
Другие альбомы исполнителя