Kishore Kumar Hits

Akshaya Mohanty - Mathura Khojili Dwarika Khojili текст песни

Исполнитель: Akshaya Mohanty

альбом: Kalia Gosain


ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ଖୋଜିଲି ମୁଁ ଗୋପପୁର, ଖୋଜିଲି ମୁଁ ଗୋପପୁର
ଖୋଜି-ଖୋଜି ନୀଳାଚଳରେ ପାଇଲି
ଖୋଜି-ଖୋଜି ନୀଳାଚଳରେ ପାଇଲି
କାଳିଆ ଧନକୁ ମୋର, କାଳିଆ ଧନକୁ ମୋର
ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ଖୋଜିଲି ମୁଁ ଗୋପପୁର, ଖୋଜିଲି ମୁଁ ଗୋପପୁର
ଖୋଜି-ଖୋଜି ନୀଳାଚଳରେ ପାଇଲି
ଖୋଜି-ଖୋଜି ନୀଳାଚଳରେ ପାଇଲି
କାଳିଆ ଧନକୁ ମୋର, କାଳିଆ ଧନକୁ ମୋର
ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ
ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ

ଦେଖିଲି ବସିଛି ରତନ ବେଦିରେ
ଚକାଆଖି ତାର ମେଲି
ନଟବର ବେଶ ହୋଇନାହିଁ ସେ ତ
ନାହିଁ ମୋହନ ମୂରଲୀ
ଦେଖିଲି ବସିଛି ରତନ ବେଦିରେ
ଚକାଆଖି ତାର ମେଲି
ନଟବର ବେଶ ହୋଇନାହିଁ ସେ ତ
ନାହିଁ ମୋହନ ମୂରଲୀ
ଯେ ମୁରଲୀ ସୁରେ ଫୁଲି ଉଠୁଥିଲା
ଯେ ମୁରଲୀ ସୁରେ ଫୁଲି ଉଠୁଥିଲା
ଅଧିରେ ଯମୁନା ଜଳ, ଅଧିରେ ଯମୁନା ଜଳ
ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ
ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ-ଜଗନ୍ନାଥ

ମଥାରେ ନାଇ ତା ମୟୂର-ଚନ୍ଦ୍ରିକା
ଚାହିଁଛି ଭଙ୍ଗୀମା ଠାଣି
ବୃଷଭାନୁ ଯେ ମାଆ କେଉଁ ରୂପ ଦେଖି
ହେଉଥିଲା ପାଗଳିନୀ
ମଥାରେ ନାଇ ତା ମୟୂର-ଚନ୍ଦ୍ରିକା
ଚାହିଁଛି ଭଙ୍ଗୀମା ଠାଣି
ବୃଷଭାନୁ ଯେ ମାଆ କେଉଁ ରୂପ ଦେଖି
ହେଉଥିଲା ପାଗଳିନୀ
ସୁନ୍ଦର ଅଳତା ନାଇ ତା କପାଳେ
ସୁନ୍ଦର ଅଳତା ନାଇ ତା କପାଳେ
ନାଇ ମକରକୁଣ୍ଡଳ, ନାଇ ମକରକୁଣ୍ଡଳ
ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ମଥୁରା ଖୋଜିଲି, ଦ୍ବାରିକା ଖୋଜିଲି
ଖୋଜିଲି ମୁଁ ଗୋପପୁର, ଖୋଜିଲି ମୁଁ ଗୋପପୁର
ଖୋଜି-ଖୋଜି ନୀଳାଚଳରେ ପାଇଲି
ଖୋଜି-ଖୋଜି ନୀଳାଚଳରେ ପାଇଲି
କାଳିଆ ଧନକୁ ମୋର, କାଳିଆ ଧନକୁ ମୋର
କାଳିଆ ଧନକୁ ମୋର, କାଳିଆ ଧନକୁ ମୋର
କାଳିଆ ଧନକୁ ମୋର

Поcмотреть все песни артиста

Другие альбомы исполнителя

Похожие исполнители