Kalachand Entertainment - Baisi Pahacha Tora [ Sourav Nayak] - Radio текст песни
Исполнитель:
Kalachand Entertainment
альбом: Bhajana Ratha (Odia Bhajan 2018)
ବାଇଶି ପାହାଚ ତୋର ରହିଲା ରେ ସାକ୍ଷୀ
ତୋ ସିଂହ-ଦୁଆର ମୋର ରହିଲା ରେ ସାକ୍ଷୀ
ବାଇଶି ପାହାଚ ତୋର ରହିଲା ରେ ସାକ୍ଷୀ
ତୋ ସିଂହ-ଦୁଆର ମୋର ରହିଲା ରେ ସାକ୍ଷୀ
ତୋ ଦୁଆରୁ ଫେରୁଛି ରେ
ତୋ ଦୁଆରୁ ଫେରୁଛି ରେ
ମୁଁ ଜଣେ ଦୁଃଖୀ
ମୁଁ ଜଣେ ଦୁଃଖୀ
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ଅସରାଏ ଆଶା ନେଇ ଆସିଥିଲି ଚକାଆଖି
ଭାବିଥିଲି ଯେତେ ଦୁଃଖ ଜଣାଇବି ତତେ ଦେଖି
ମୋ ପାପ ସିନ୍ଦୂକ ଆଣି ଦେବି ତୋ ଚରଣେ ରଖି
ଜଗମୋହନ ବେଢ଼ା ରେ ଗରୁଡ଼ ଙ୍କୁ ରଖି ସାକ୍ଷୀ
ପତିତପାବନ ତୋର ରହିଲା ରେ ସାକ୍ଷୀ
କଳ୍ପବଟ ତୋର ଜଗା ରହିଲା ରେ ସାକ୍ଷୀ
ତୋ ଦୁଆରୁ ଫେରୁଛି ରେ
ତୋ ଦୁଆରୁ ଫେରୁଛି ରେ
ମୁଁ ଜଣେ ଦୁଃଖୀ
ମୁଁ ଜଣେ ଦୁଃଖୀ
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ମୋର ଏଇ ଦୁନିଆଁ ରେ କହ କିଏ ଅଛି ସାକ୍ଷୀ?
ଜାଣେ ତୁହି ଜଗନ୍ନାଥ ବୋଲାଉଛୁ ମୁକସାକ୍ଷୀ
ଅପଯଶ, ନିନ୍ଦା ଦେଇ ଦେଲୁ ତୋ ଦୁଆରେ ରଖି
କେମିତି ତୋ ବିନୁ କହ ଉଡ଼ିବ ମୋ ପ୍ରାଣପକ୍ଷୀ
ତୋର ଚକା-ଚକା ଆଖି ରହିଲା ରେ ସାକ୍ଷୀ
ତୋ ରଙ୍ଗ ଅଧର ମୋର ରହିଲା ରେ ସାକ୍ଷୀ
ତୋ ଦୁଆରୁ ଫେରୁଛି ରେ
ତୋ ଦୁଆରୁ ଫେରୁଛି ରେ
ମୁଁ ଜଣେ ଦୁଃଖୀ
ମୁଁ ଜଣେ ଦୁଃଖୀ
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
ହେ ଚକାଆଖି
Поcмотреть все песни артиста
Другие альбомы исполнителя