Abhinash Kumar, Ashima Panda - Baazigar текст песни
Исполнитель:
Abhinash Kumar, Ashima Panda
альбом: Baazigar
ମନ ଦେଲି, ମନ ନେଲି
ତୋ ସପନେ ହଜିଗଲି
ଏଇ ଦୁନିଆଁରୁ ମୁଁ ହେଲି बेख़बर
ହୁଁ, ମନ ଦେଲି, ମନ ନେଲି
ତୋ ସପନେ ହଜିଗଲି
ଏଇ ଦୁନିଆଁରୁ ମୁଁ ହେଲି बेख़बर
କୋଟିଏରୁ ଜଣେ ବାଛିନେଲି ତତେ ସାଥି
ନଲାଗୁରେ ତତେ କେବେ କା' ନଜର୍
କୋଟିଏରୁ ଜଣେ ବାଛିନେଲି ତତେ ସାଥି
ନଲାଗୁରେ ତତେ କେବେ କା' ନଜର୍
ହୃଦୟ ହରେଇ ତତେ ମୁଁ ଜିତିଲି
तू ही तू ମୋ हमराही, ओ हमसफ़र
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
ଗଢ଼ିଛି ବିଧାତା ତତେ फुर्सत ଦେଖି
ନଜର ହଟୁନି ତୋଠୁ ଯାଉଛି ଲାଖି
ତତେ ପାଇବାକୁ କରେ ପ୍ରାର୍ଥନା
ସତ କହୁଚି ମୁଁ ନକରି ବାହାନା
ଏ ମନ ଆକାଶେ କରେ ଝିଲିମିଲି
ସାଇତା ତୋ ଛବି, ओ हमसफ़र
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
ହୃଦୟ କାଗଜେ ମୋର ଅଙ୍କା ତୋ ଛବି
ସୁରିଲା ଶାୟରୀ କହେ ଯେମିତି କବି
ଯେବେଠୁ କରିଲୁ ମୋତେ ପ୍ରେମ-ମନ୍ତର
ଆକାଶେ ଉଡୁଛି ଖାଲି ଏ ମନ ମୋର
ଖାଣ୍ଟି ସୁନା ପରି ମୋ ପ୍ରେମ ଅସଲି
ନେ ତୁ ପରଖି, ओ हमसफ़र
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ତୁ ମୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
ବାଜିଗର୍ ମୁଁ ତୋ ବାଜିଗର୍
Поcмотреть все песни артиста
Другие альбомы исполнителя