Kishore Kumar Hits

Bijay Anand Sahu - Kale Kale Aa текст песни

Исполнитель: Bijay Anand Sahu

альбом: Kale Kale Aa


ଆଖି ନେଇ ମାର୍ ଟିକେ ଆମକୁ ରସା
ସମ୍ବଲପୁରିଆ प्यार ଟିକେ କର୍ ଭରଷା
ଆଖି ନେଇ ମାର୍ ଟିକେ ଆମକୁ ରସା
ସମ୍ବଲପୁରିଆ प्यार ଟିକେ କର୍ ଭରଷା
ଲାଗିଛେ ରେ ଆମକୁ ମହନି ନିଶା
ସମ୍ବଲପୁରିଆ प्यार ଟିକେ କର୍ ଭରଷା
ମୁଇଁ ଜାନିଛେ ରେ ଇଟା love जमाना
କେତେ ପଛେ ପଡ଼ିଛନ୍ ମୋର୍ ଦିୱାନା
ନା, ନା, ନା, ନା, ନା
ମୁଇଁ ନେଇ ପଡ଼େ, ନା, ନା, ନା, ନା, ନା
ଆ, ଆ, ଆ ରେ ଆ
ମୁଇଁ ତୋର୍ ଦିୱାନା, ନା, ନା, ନା, ନା
ଫାଲତୁ ନୁହେଁ କି ସୁତର ପିଲା
ଦେଖ୍ ଧୀରେ ଧୀରେ ଜାନୁଛେ ଆଜି ସବୁ ଜିଲ୍ଲା
ତୋର୍ ଭାଇକେ ବନାବି ମୋର୍ ଶଲା
ମୋର୍ ଆଁଖକେ ଦେଖିକରି ତୋର୍ ଆଁଖକେ ମିଲା
ମତେ ଛାଡ଼ିକରି ଦୂରକେ ତୁଇ ନାଇ ପଲା
ତୁଇ କଲେ କଲେ ଆ
ତୁଇ କଲେ କଲେ ଆ
ତୁଇ କଲେ କଲେ ଆ
ତୁଇ କଲେ କଲେ ଆ
ମୁଇଁ ନାଇଁ ରସେ, ମୁଇଁ ନାଇଁ ଫସେ
ମୁଇଁ ନାଇ ପଡ଼େ କାହାର୍ ଭୁଲେ
ଯିଏ ତାକିଥିବ, ଯିଏ ଭାବୁଥିବ
ମୁଇଁ ତାହାର୍ ହେମି କଲେ କଲେ
ମୁଇଁ ନାଇଁ ରସେ, ମୁଇଁ ନାଇଁ ଫସେ
ମୁଇଁ ନାଇ ପଡ଼େ କାହାର୍ ଭୁଲେ
ଯିଏ ତାକିଥିବ, ଯିଏ ଭାବୁଥିବ
ମୁଇଁ ତାହାର୍ ହେମି କଲେ କଲେ
ଏ ଆମେ ମନ୍ ବସିୟା ରସିଆ ପିଲା
ତୋର୍ କଥା ତ ଆମକେ ସତେ ଘାଏଲା କଲା
ତୋର୍ ଲାଗି ଖାଲି ଆମେ ପାଗଲା
ଜାଣିଥା ନାଇ ମିଲେ ଏନ୍ତା ତତେ ଦିଲଵାଲା, ଲା, ଲା, ଲା
ଆଖି ନେଇ ମାର୍ ଟିକେ ଆମକୁ ରସା
ସମ୍ବଲପୁରିଆ प्यार ଟିକେ କର୍ ଭରଷା
ଆଖି ନେଇ ମାର୍ ଟିକେ ଆମକୁ ରସା
ସମ୍ବଲପୁରିଆ प्यार ଟିକେ କର୍ ଭରଷା
କେତେ କରୁଥିମି ମୁଇଁ ତତେ ବାହାନା?
ଏବେ ବନିଯା ତୁଇ ମୋର୍ ଦିୱାନା
ଆ, ଆ, ଆ, ଆ, ଆ
ତୁଇ ମୋର୍ ଦିୱାନା, ନା, ନା, ନା, ନା
ଆ, ଆ, ଆ ରେ ଆ
I love you जाना, ना, ना, ना, ना

Поcмотреть все песни артиста

Другие альбомы исполнителя

Похожие исполнители