Debesh Pati - Dhire Dhire 2.0 текст песни
Исполнитель:
Debesh Pati
альбом: Dhire Dhire 2.0
ହେ-ହେ-ହେ
ଲା-ଲା-ଲା
♪
ତୁ କହିନୁ ମୁଁ କହିଲି
ତୁ ଭାବିନୁ ମୁଁ ଭାବିଲି
ତୁ କହିନୁ ମୁଁ କହିଲି
ତୁ ଭାବିନୁ ମୁଁ ଭାବିଲି
ଏମିତି କେମିତି ହେଲା?
ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
ହୋ, ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
♪
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
♪
ମନର କଥାକୁ ଆଖିରେ କହିଲୁ दीवाना ସାଜିଲି ମୁଁ
ଏ ଛାତିରେ ମୁଁ ରଖିଦେଲି ରେ ତୋରି ନାଁ କୁ
ହଁ, ଜାଣି ତୁ ଅଜଣା କାହିଁ ତୁ ହଉଛୁ ଜାଣି ପାରୁନାହିଁ ମୁଁ
ଯାହା ତୁ ଭାବୁଛୁ କହିବାକୁ ମତେ କହିଦେ ରେ ତୁ
ତୁ ଡାକିନୁ ମୁଁ ଡ଼ାକିଲି
ତୁ ଚାହିଁନୁ ମୁଁ ଚାହିଁଲି
ତୁ ଡାକିନୁ ମୁଁ ଡ଼ାକିଲି
ତୁ ଚାହିଁନୁ ମୁଁ ଚାହିଁଲି
ଏମିତି କେମିତି ହେଲା?
ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
♪
ହେ-ହେ-ହେ
ହୁଁ-ହା-ହା
♪
ଚାଲୁଛି ଟିକେ ମୁଁ ଝୁଣ୍ଟୁଛି ବେଶି ମୁଁ ତୋ କଥା ଭାବିଦେଲେ
ଲାଗୁଛି ଏମିତି ପାଇଯିବି ସବୁ ତୋ ସାଥେ ମିଶିଗଲେ
ପ୍ରତି ଟି ସ୍ପନ୍ଦନ କହେ ତୋ ନାଆଁ କୁ ମୋ କାନେ ଧୀରେ-ଧୀରେ
ତୁ ଅଛୁ ବୋଲି ନିଶ୍ବାସ ଚାଲେ ଏଇ ମୋ ହୃଦୟ ରେ
ତୁ ଲେଖିନୁ ମୁଁ ଲେଖିଲି
ତୁ ଗାଇନୁ ମୁଁ ଗାଇଲି
ହଁ, ତୁ ଲେଖିନୁ ମୁଁ ଲେଖିଲି
ତୁ ଗାଇନୁ ମୁଁ ଗାଇଲି
କିଛି ତ ହେଇଗଲା
ଧିରେ-ଧିରେ ପ୍ରେମ ହେଲା
ଧିରେ-ଧିରେ ପ୍ରେମ ହେଲା
ହୋ-ହୋ-ହୋ
ଲା-ଲା-ଲା
Поcмотреть все песни артиста
Другие альбомы исполнителя