Kishore Kumar Hits

Kuldeep Pattanaik - Dhana Dhana Kahi Delu Tu Dhoka текст песни

Исполнитель: Kuldeep Pattanaik

альбом: Dhana Dhana Kahi Delu Tu Dhoka


ଭଲପାଇବାରେ, ଥିଲା କି ଊଣା?
କାହିଁ ଛାଡି ଗଲୁ, କରିଦେଲୁ ମନା?
ହୋ ଭଲପାଇବାରେ, ଥିଲା କି ଊଣା?
କାହିଁ ଛାଡି ଗଲୁ, କରିଦେଲୁ ମନା?
ହୃଦୟ ଭାଙ୍ଗି, ପାଉଛୁ କି ସୁଖ
ଖେଳି ଦେଲୁ ମୋ ସାଥେ, ଦେଲୁ ତୁ ଦୁଃଖ
ନିରୀହ ହୃଦୟଟା, ବୁଝିପାରିଲାନି
ତୋ ମନରେ ଥିଲା, ଏତେ ନିଷ୍ଠୁରତା
ଆଜି ମୁଁ ମରେ ତୋ ପାଇଂକା
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ଜୀବନ ସାରା

କାହିଁ ଖୋଜୁଛୁରେ ତୁ, ତୋ ପ୍ରେମ କୁ
ହାତ ଛାଡି ଦେଲା ଯିଏ, ଅଧା ବାଟରୁ
କାହିଁ ଝୁରୁଛୁରେ ତୁ, ତୋ ସ୍ମୁତି କୁ
ଯିଏ ବୁଝିଲାନି ତୋ, ସତ ପ୍ରେମ କୁ
ବିଶ୍ୱାସ ରେ ବିଶ, ସିଏ ଭରିଦେଲା
ତୋ ହୃଦୟ ଭାଙ୍ଗି, ଦୂରେଇ ସେ ଗଲା
ଥିଲା ସିଏ ଗୋଟେ, ହୃଦୟ ହିନ
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ଜୀବନ ସାରା

ଇଚ୍ଛା ଥିଲା ଯଦି, ଯିବାକୁ ତାର
ଛଳନା କରୁଥିଲା କାହିଁ, ସେ ତୋ ପ୍ରେମର?
କାହିଁକି କରିଲୁ ମିଛ, ଛଳନା ମୋ ସାଥେ?
ସବୁ ଖୁସି ମୋ, ନେଇଗଲୁ ତୋ ସାଥେ
ମୋ ରାଣ ତତେ ପ୍ରିୟା, କହିଦେ ତୁ ଥରେ
କି ଭୁଲ୍ ଥିଲା, ମୋ ସତ ପ୍ରେମ ରେ?
ତୋ ଖୁସି ଯିବ ଲିଭି, ମୋ ଲୁହ ରେ
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ଧନ ଧନ କହି, ଦେଲୁ ତୁ ଧୋକା
ସେ ଧୋକା ରେ ମରେ, ମୁଁ ଜୀବନ ସାରା
ହଁ ଜୀବନ ସାରା

Поcмотреть все песни артиста

Другие альбомы исполнителя

Похожие исполнители