Kuldeep Pattanaik - Na ta ta Tina текст песни
Исполнитель:
Kuldeep Pattanaik
альбом: Na ta ta Tina
ଓଃ ଏ ଏ ଏ ଓଃ
ନା ନା ନା ନା ନା ନା ନା ନା ନା
ହେ ହେ ଓଃ ଓଃ
ନା ଟା ତା' ଟିନା ସେ କଲା ମନା
ଯେବେ ପଚାରିଲି ମୁଁ ତାକୁ
ସଞ୍ଜବେଳେ ଦେଖା ହେବୁ ଆସି
ମୁଁ ଫେରିଲା ବେଳକୁ
କହିଲା ସିଏ ଆଖି ନଚେଇ
ମୋ ପଛେ ପଛେ ଆଉ ଆସ ନାହିଁ
ଯାହା କହିବାର ଅଛି ଏବେ କୁହ
କହିସାରି please ତୁମେ ଚାଲିଯାଅ
ସଞ୍ଜବେଳେ tuition ରୁ ନବା ପାଇଁ ଆସିଯାଆନ୍ତି ନନା
ନା ଟା ତା' ଟିନା ସେ କଲା ମନା
ଯେବେ ଦେଲି ତାକୁ ପ୍ରେମ ଚିଠି
ହାତରେ ଥିଲା ଉପହାର
ଖୋଲା ଫକିରା ସୁର ଟି
ଓଠ କୁ ଚିପି କହିଲା ମତେ
ଆଖିରେ ଥିଲା ରାଗ ତ କେତେ
ହାତକୁ ଧରି ଫେରେଇ ଦେଲା
ହାତ ଲେଖା ମୋର ସେଇ ଚିଠି
ଯଦି ଚାଲିଯିବ ମତେ ଭଲପାଇ
ଏ ସବୁ ଦେଖାର ମାନେ ନାହିଁ
ହବାର ଅଛି ଯଦି କିଛି ସତେ
କଥା ଦିଅ ଭୁଲିବନି କେବେ ମତେ
ଯଦି ଏତେ ଭଲପାଅ
ବନ୍ଦ କର ଏ ସବୁ drama
ନା ଟା ତା' ଟିନା ସେ କଲା ମନା
ଯେବେ କହିଲି ମୁଁ ତାକୁ
ଯିବା ପାଇଁ ହବ ଏବେ ମତେ
କିଛି ବର୍ଷ ବାହାରକୁ
ପାଖକୁ ଯାଇ କହିଲି ଆସ୍ତେ
ସହର ଛାଡି ଯିବାକୁ ହବ ମତେ
ଛଳ ଛଳ ଆଖି ତାର ଥିଲା
ନାକ ନାଲି ପଡିଯାଇଥିଲା
ମୁହଁକୁ ବୁଲେଇ ରୁଷି କହିଲା
ମୋ ହାତ ଧରି କାନ୍ଦିଲା
ମୋ ଆଗେ ଆଖିଥିଲା ଦୁହିଁଙ୍କର
ତା' ହାତରେ ଥିଲା ହାତ ମୋର
ଓଠ ତାର ଥରେଇକି କହିଲା
ବାବୁ please ଯାଅନା
ନା ଟା ତା' ଟିନା କଲା ନି ମନା
ଯେବେ ଦେଲି ତା' ଗାଲେ ଚୁମା
ଭିଡି ଧରିଲା ସେ ଛାଡିଲନି
ତା ପାଖରୁ ମତେ ଜମା
Поcмотреть все песни артиста
Другие альбомы исполнителя