Kuldeep Pattanaik - To Gaan Re Badnam Mu текст песни
Исполнитель:
Kuldeep Pattanaik
альбом: To Gaan Re Badnam Mu
ତୋ ଗାଆଁରେ ବଦନାମ୍ ମୁଁ ତୋ ପଛେ ପଡ଼ିପଡ଼ି
ରାଜି ହେଇଯା ହାଏଲୋ ଏ ଗାଆଁ ସୁନ୍ଦରୀ
ତୋ ଗାଆଁରେ ବଦନାମ୍ ମୁଁ ତୋ ପଛେ ପଡ଼ିପଡ଼ି
ରାଜି ହେଇଯା ହାଏଲୋ ଏ ଗାଆଁ ସୁନ୍ଦରୀ
ମୁଁ ତତେ ବାହାହେବି, ଦେଶୀ प्यार ଶିଖେଇବି
ମୁଁ pure ଗାଉଁଲି ଟୋକା, ତୋ ପିଛା ଛାଡିବିନି
O baby, o baby, o baby
ରାଜି ହେଇଗଲେ ମୋ जान ଦେଇଦେବି
ରାଜି ହେଇଗଲେ ମୋ जान ଦେଇଦେବି
ଜାଲ ବିଛେଇ ବସିଲେ, ବସିଥା सारा उमर
ସୁନା ଇଲିସି ନୁହଁରେ ମୁଁ ଜାଣିନି ତୁ ଲୋଫର୍
ହଁ, ଜାଲ ବିଛେଇ ବସିଲେ, ବସିଥା सारा उमर
ସୁନା ଇଲିସି ନୁହଁରେ ମୁଁ ଜାଣିନି ତୁ ଲୋଫର୍
ଏତେ ଛଇ ଛଟକି ଦେଖାଉ କାହିଁଲୋ ଫୁଲେଇ
ସବୁ କଥାରେ ରାଜି ଏ ଟୋକା ଯାଆ ରାଜି ହୋଇ
ନା, ନାନା, ନା, ନାନା ହେବିନି ରାଜି
ପିଛା ଛାଡିବିନି ତୋ जान ନେଇନେବି
ପିଛା ଛାଡିବିନି ତୋ जान ନେଇନେବି
ତୋ ଗାଁ ନଈତୁଠରେ, ଖଟିରେ ମୋ ଖବର
ତୋ ପଛରେ ମୁଁ ହେଲି ଖାଲି ଲଟର୍ ପଟର୍
ତୋ ଗାଁ ନଈତୁଠରେ, ଖଟିରେ ମୋ ଖବର
ତୋ ପଛରେ ମୁଁ ହେଲି ଖାଲି ଲଟର୍ ପଟର୍
ପିଛା କରିବାଟା ତୋର ଲାଗେ ଭାରି ମିଠା
ହେଲେ ସହଜ ନୁହେଁରେ ଟୋକା ମତେ ପାଇବାଟା
O baby, o baby, o baby
ରାଜି ହେଇଗଲେ ମୋ जान ଦେଇଦେବି
ରାଜି ହେଇଗଲେ ମୋ जान ଦେଇଦେବି
ପିଛା ଛାଡିବିନି ତୋ जान ନେଇନେବି
ପିଛା ଛାଡିବିନି ତୋ जान ନେଇନେବି
Поcмотреть все песни артиста
Другие альбомы исполнителя