Kishore Kumar Hits

Kuldeep Pattnaik - Nispati текст песни

Исполнитель: Kuldeep Pattnaik

альбом: Nispati


ଧିମା-ଧିମା ତୋର ମେଘୁଆ ଆଖିରେ
ହଜେଇ ତୁ ଦେଲୁ ଯେବେ ମତେ ଜାଣିଶୁଣି
ହେ, ପ୍ରେମ ହେଇଗଲା, ପ୍ରଥମ ଦେଖାରେ
ଉଡ଼େଇଲୁ ଯେବେ ତୋର ନାଲି ଓଢ଼ଣୀ
ହାଏରେ ମୋ ଶର୍ମିଲି ତୁ, ଚାହିଁଦେଲୁ ହସି
ଗୋଟିଏ ଝଲକ ପାଇଁ ଯାଉଛି ତ ରସି
କେବେ ଦବୁ କହ ତୋର ଭାଉ?
ମୋନାଲିସା, ଲିସା, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ
ହେ, ମୋନାଲିସା, ଲିସା, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ
ଆଖିରେ ତୁ ଯେବେ ହାଏ
ଲଗଉ କଜଳ ଗାର
ହେଇଯାଏ ମୁଁ ବେହୋସ
ମନ ହୁଏ ଅମାନିଆ
ତତେ ଖାଲି ଛୁଇଁବାକୁ
ଇଶାରାରେ ଦଉ ସାହାସ
ହାଏରେ ମୋ ଅପସରୀ ତୁ, ରଖିବି ଯତନେ
ସାଇତିଵି ତତେ ନେଇ ଏଇ ମୋ ଜୀବନେ
ଝିଅ ନା ତୁ ମିଠା-ମିଠା ମହୁ?
ମୋନାଲି-, ଲି-, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ
ହେ, ମୋନାଲିସା, ଲିସା, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ
ହୃଦୟରେ ତୋ ପାଇଁ
ତୋଳିଛି ମୁଁ ଘରଟିଏ
ସେଇ ଘରେ ରହିଯା ଆସି
ଜାଣି ଜମା ହେଲା ନାହିଁ
କେତେବେଳେ ତୁ ଆସି
ମୋ ପ୍ରେମରେ ଗଲୁରେ ଫସି
ହାଏରେ ମୋ ରୂପସୀ ତୁ
ବୁଝିଯା ତୁ ମତେ
ତୋ ପଛରେ ଗୋଡେଇବି ଆଉ କହ କେତେ?
ନଖରା ତୋ ସେତିକି ଥାଉ
ମୋନାଲିସା, ଲିସା, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ
ହେ, ମୋନାଲିସା, ଲିସା, ଲିସା କାଇଁ ଏମିତି ହଉ?
ମୋନାଲିସା, ଲିସା, ଲିସା ଆଶା ଦେଇ ଦୂରେଇ ଯାଉ

Поcмотреть все песни артиста

Другие альбомы исполнителя

Похожие исполнители