Papu Pom Pom - Laguchhu Tu Bhari Kasa текст песни
Исполнитель:
Papu Pom Pom
альбом: Laguchhu Tu Bhari Kasa
माखन ମରା beauty ତୁମ ତିରିଛି ଚାହାଣି
ଯାହୁଁ ଦେଖୁଛି, ତାହୁଁ ଲାଗୁଛି ନହୁଁଣୀ-ନହୁଁଣୀ, ଏ, ଏ, ଏ
ଆଲୋଲୋ, माखन ମରା beauty ତୁମ ତିରିଛି ଚାହାଣି
ଯାହୁଁ ଦେଖୁଛି, ତାହୁଁ ଲାଗୁଛି ନହୁଁଣୀ-ନହୁଁଣୀ
Homeopathy medicine ଜମା କାମ ଦବନି
ଜଡ଼ିବୁଟି କିଣି ଖାଇଲେ ପାନେ ପାରିବୁ ଜାଣି
ତୋ ପ୍ରେମକଥା ବୁଝି ପାରୁନି କରିମି କିସ?
କଷ, କଷ, କଷ-କଷ-କଷ-କଷ
ଲାଗୁଛୁ ତୁ ଭାରି କଷ
ଧନ ଲାଗୁଛୁ ତୁ ଭାରି କଷ
ହୋ, ଲାଗୁଛୁ ତୁ-ତୁ-ତୁ-ତୁ ଭାରି କଷ
♪
କହ, କହ, କହ ଆଲୋ ଗୋରୀ?
କଣ ଖାଇ ହଉଛୁ ଏତେ ସୁନ୍ଦରୀ?
ତୋ ଆଗରେ ଫିକା ଲାଗୁଛନ୍ତି
ଶିବାନୀ, ଭୂମିକା, କାବେରୀ
♪
ଆଲୋ high heels ପିନ୍ଧି ଯେବେ ଯାଉଛୁ ଚାଲି
Naughty naughty feel ରେ ମୋର କଲିଜା ଯାଏ ହଲି, ହଲି-ହଲି-ହଲି-ହଲି-ହଲି-ହଲି
ହାଏ-ହାଏ-ହାଏ, high heels ପିନ୍ଧି ଯେବେ ଯାଉଛୁ ଚାଲି (ଚାଲି)
Naughty naughty feel ରେ ମୋର କଲିଜା ଯାଏ ହଲି (ହଲି)
ଲାଗୁଛୁ ତୁ ଏବେ ବୋଧେ ସତର ଡେଇଁ (ଡେଇଁ)
Markrt କୁ ତୁ ଆସିଛୁ ପୁରା ଘାଣ୍ଟିବା ପାଇଁ
ଏତେ ଯଦି ଖବର ରଖିଛୁ ମୋ ନାଁ' ରେ
ବୁଲାଷଣ୍ଢ ପରି କାଇଁ ଧାଉଁଛୁ ଗାଆଁରେ
ତୋ ପ୍ରେମ ଗଣିତ ବୁଝୁନି ମୁଁ କରିମି କିସ?
କଷ, କଷ, କଷ-କଷ-କଷ-କଷ
ଲାଗୁଛୁ ତୁ ଭାରି କଷ
ଧନ ଲାଗୁଛୁ ତୁ ଭାରି କଷ
ହୋ, ଲାଗୁଛୁ ତୁ-ତୁ-ତୁ-ତୁ ଭାରି କଷ
♪
ଆଜି କାଲିକା ର ଟୋକା
କାମ ସରିଗଲେ ଧୋକା
ପହିଲା-ପହିଲା ଭାରି ଆଦର
ତା ପରେ ସବୁ ଫିକା
♪
ମୋ mummy ମତେ-କାନେ କାନେ ଦେଇଛି କହି
ସରକାରୀ ଚାକିରିଆ ଖୋଜିବା ପାଇଁ
Mummy, mummy, mummy-mummy-mummy-mummy
ହଁ, mummy ମତେ-କାନେ କାନେ ଦେଇଛି କହି
ସରକାରୀ ଚାକିରିଆ ଖୋଜିବା ପାଇଁ
ଖୋଜି-ଖୋଜି ଚାଲିଗଲା ଅଧା ବୟସ
ସରକାରୀ ଜ୍ବାଇଁ ପାଇବା ସତେ ଭାରି କଷ୍ଟ
ଆଲୋ ଏତେସବୁ ଥିଲା ଯଦି ତୋ ମନରେ
କାଇଁ ଧାଇଁଥିଲି କହ ତୋ ପଛରେ?
ଯାଉଛି ଏବେ ତୋ ନା' ରେ ପିଇମି ବିଷ
ଦୋଷ, ଦୋଷ, ଦୋଷ-ଦୋଷ-ଦୋଷ
ଟୋକା ଅଛି ତୋର ଟିକେ ନୁଙ୍ଗୁରା ଦୋଷ
ଧନ ଲାଗୁଛୁ ତୁ ଭାରି କଷ
ଟୋକା ଅଛି ତୋର ଟିକେ ନୁଙ୍ଗୁରା ଦୋଷ
Поcмотреть все песни артиста
Другие альбомы исполнителя